Latest Odisha News

BREAKING NEWS

ରଣଜୀ ଟ୍ରଫିର ଫାଇନାଲରେ ମଧ୍ୟପ୍ରଦେଶ ଚାମ୍ପିୟନ

41 ଥର ଚାମ୍ପିୟନ ମୁମ୍ବାଇ ପରାସ୍ତ

ବେଙ୍ଗାଲୁର: ରଣଜୀ ଟ୍ରଫିର ଫାଇନାଲରେ ମଧ୍ୟପ୍ରଦେଶ 41 ଥର ଚାମ୍ପିୟନ ମୁମ୍ବାଇକୁ 6 ୱିକେଟରେ ପରାସ୍ତ କରିଛି ।  ପ୍ରଥମ ଥର ପାଇଁ ଟାଇଟଲ ଜିତିଛି ମଧ୍ୟପ୍ରଦେଶ  ।

ମୁମ୍ବାଇ ମଧ୍ୟପ୍ରଦେଶ  ସାମ୍ନାରେ ବିଜୟ ପାଇଁ 108 ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, ଯାହା ଦଳ 29.5 ଓଭରରେ ହାସଲ କରିଥିଲା। ମଧ୍ୟପ୍ରଦେଶର ଏହି ବିଜୟର ହିରୋମାନେ ହେଲେ ୟଶ ଦୁବେ, ଶୁଭମ୍ ଶର୍ମା ଏବଂ ରାଜତ ପାଟିଦାର, ଯେଉଁମାନେ ଦଳ ପାଇଁ ଶତକ କରିଥିଲେ । ମଧ୍ୟପ୍ରଦେଶ  ପ୍ରଥମ ଇନିଂସରେ ଦଳକୁ ଅଗ୍ରଣୀ ଥଲା।

ପ୍ରଥମ ପାଳିରେ ମୁମ୍ବାଇ 334 ରନ୍ କରିଥିଲା । ମଧ୍ୟପ୍ରଦେଶ ପ୍ରଥମ ପାଳିରେ 536 ରନ୍ କରିଥିଲା । ଦ୍ବିତୀୟ ପାଳିରେ ମୁମ୍ବାଇ 236 ରନ୍ କରିଥିଲେ ।

Leave A Reply

Your email address will not be published.