Latest Odisha News

BREAKING NEWS

ମହାରାଷ୍ଟ୍ରରେ ମୃଦୁ ଭୂକମ୍ପ ଅନୁଭୂତ, ଜାଣନ୍ତୁ ତୀବ୍ରତା କେତେ

ମୁମ୍ବାଇ: ମହାରାଷ୍ଟ୍ରରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରାଜ୍ୟର ହିଙ୍ଗୋଳି ଅଞ୍ଚଳରେ ଭୂକମ୍ପର କେନ୍ଦ୍ର ରହିଥିବା ବେଳେ ରିକ୍ଟର୍ ସ୍କେଲରେ ତୀବ୍ରତା ୩.୨ ରହିଥିବା ରେକର୍ଡ଼ କରାଯାଇଛି।

ଏନେଇ ସୂଚନା ଦେଇଛନ୍ତି ନ୍ୟାସନାଲ୍ ସେଣ୍ଟର ଅଫ୍ ସିସମୋଲୋଜି। ବିଭାଗର ସୂଚନାନୁଯାୟୀ, ବିଳମ୍ବିତ ରାତି ୧୨ଟା ୪୧ ମିନିଟରେ ହିଙ୍ଗୋଳି ଅଞ୍ଚଳର ଅନୁଭୂତ ହୋଇଛି ।

ତେବେ ଭୂକମ୍ପ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ କୌଣସି ମୃତାହତର ଖବର ମିଳିନାହିଁ ।

Comments are closed.