Latest Odisha News

BREAKING NEWS

ମହାଶିବରାତ୍ରୀ ଲାଗି କମିଶନରେଟ୍ ପୋଲିସ ଜାରି କଲା ଟ୍ରାଫିକ୍ କଟକଣା, ଜାଣନ୍ତୁ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୨୧ ତାରିଖରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରରେ ପାଳିତ ହେବାକୁ ଥିବା ମହାଶିବରାତ୍ରୀ ପର୍ବକୁ ସୁବ୍ୟବସ୍ଥିତ କରିବା ଲାଗି କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି ।

ଏନେଇ କମିଶନରେଟ୍ ପୋଲିସ ଟ୍ୱିଟ୍ କରି ଟ୍ରାଫିକ୍ ଆଡଭାଇଜରି ଜାରି କରାଯାଇଛି । ଜାଣନ୍ତୁ, କିପରି ରହିଛି ଟ୍ରାଫିକ୍ କଟକଣା…

Comments are closed.