Latest Odisha News

BREAKING NEWS

ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ: ପୁନର୍ଗଠିତ ସମନ୍ୱୟ କମିଟିରେ ୭ ସଦସ୍ୟ ସାମିଲ

ଭୁବନେଶ୍ୱର: ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ଉପଲକ୍ଷେ ଓଡିଶା ସରକାର ପୁନର୍ଗଠିତ ସମନ୍ୱୟ କମିଟିରେ ୭ ଜଣ ସଦସ୍ୟଙ୍କୁ ସାମିଲ କରିଛନ୍ତି ।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ଜାରି ବିଜ୍ଞପ୍ତି ଅନୁଯାୟୀ-

ଅତନୁ ସବ୍ୟସାଚୀ ନାୟକ (ବିଧାୟକ)- ସମନ୍ୱୟ ଉପକମିଟିର ଅଧ୍ୟକ୍ଷ

ଉମାକାନ୍ତ ସାମନ୍ତରାୟ(ବିଧାୟକ)- ସଦସ୍ୟ,

ପ୍ରଶାନ୍ତ ମୁଦୁଲି(ବିଧାୟକ)- ସଦସ୍ୟ

ଅଶ୍ୱିନୀ କୁମାର ପାତ୍ର (ବିଧାୟକ)- ସଦସ୍ୟ

ସଂଗ୍ରାମ ପାଇକରାୟ- ସଦସ୍ୟ

ବିରୁପାକ୍ଷ ତ୍ରୀପାଠୀ- ସଦସ୍ୟ

ସୂଚନାଯୋଗ୍ୟ, ବିରୁପାକ୍ଷ ତ୍ରୀପାଠି ହେଉଛନ୍ତି ଓଡିଶାର ଏକ ଦୈନିକ ଖବରକାଗଜ ‘ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ ସମ୍ପାଦକ । ଏପରିକି ସେ ଜଣେ ଗାନ୍ଧୀବାଦୀ ବିଚାରଧାରାର ବ୍ୟକ୍ତି ।

Leave A Reply

Your email address will not be published.