Latest Odisha News

ମମିତା ହତ୍ୟାକାଣ୍ଡ ମାମଲା ; ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

କଳାହାଣ୍ଡି : ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ପୁଣି ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ମହାଲିଙ୍ଗ ଦୋକାନୀ ବିବେକ ଅଗ୍ରୱାଲଙ୍କ ବୟାନ ରେକର୍ଡ କଲା ପୋଲିସ। ମମିତାଙ୍କୁ ହତ୍ୟା କରିବା ପୂର୍ବରୁ ଟାୟାର ମଗାଇଥିଲା ଗୋବିନ୍ଦ। ବିବେକ ଅଗ୍ରୱାଲଙ୍କୁ ଫୋନ୍ କରି ଦୁଇଟି ଟାୟାର ମଗାଇଥିଲା ଅଭିଯୁକ୍ତ ଗୋବିନ୍ଦ ସାହୁ । ଗୋବିନ୍ଦ ନିର୍ଦ୍ଦେଶକ୍ରମେ ଡ୍ରାଇଭର ରାଧେଶ୍ୟାମ ଯାଇ ଟାୟାର ଆଣିଥିଲା । ପୁରୁଣା ଟାୟାରକୁ ମମିତା ମେହେରକୁ ପୋଡିବାରେ ବ୍ୟବହାର କରାଯାଇଥିଲା । ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

Comments are closed.