Latest Odisha News

BREAKING NEWS

Browsing Tag

mamita case

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା : ଗୋବିନ୍ଦ ସାହୁଙ୍କୁ ୨ ସପ୍ତାହ ଜାମିନ୍

ବଲାଙ୍ଗୀର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ହାଇକୋର୍ଟ ଆଜି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ସ୍ତ୍ରୀ ଓ ପୁଅର  ଚିକିତ୍ସା ପାଇଁ  ହାଇକୋର୍ଟ ୨ ସପ୍ତାହ ପାଇଁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ଦେଇଛନ୍ତି। ଗୋବିନ୍ଦ…

ମମିତା ମେହେର ହତ୍ୟା ଘଟଣା, ୧୫ରେ ଗୋବିନ୍ଦ ସାହୁଙ୍କ ଜାମିନ ଶୁଣାଣି

କଣ୍ଟାବାଞ୍ଜି:- ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା । ଆସନ୍ତା ୧୫ରେ ହେବ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜାମିନ ଆବେଦନ ଶୁଣାଣି । କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହେବ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଜାମିନ ଶୁଣାଣି । ଗୋବିନ୍ଦ ସାହୁଙ୍କ ଓକିଲ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ…

କଳାହାଣ୍ଡି ଏସ୍‌ପିଙ୍କୁ NCPCRଙ୍କ ନିର୍ଦ୍ଦେଶ, ୩ ଦିନରେ ରିପୋର୍ଟ ଦିଅ

ଭୁବନେଶ୍ୱର: ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ  ।  ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ତଥା ଏନସିପିସିଆର୍ । ୩ ଦିନ ମଧ୍ୟରେ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦେବାକୁ କଳାହାଣ୍ଡି ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାର୍କ…

ମମିତା ହତ୍ୟାକାଣ୍ଡ ମାମଲା ; ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

କଳାହାଣ୍ଡି : ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ପୁଣି ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ମହାଲିଙ୍ଗ ଦୋକାନୀ ବିବେକ ଅଗ୍ରୱାଲଙ୍କ ବୟାନ ରେକର୍ଡ କଲା ପୋଲିସ। ମମିତାଙ୍କୁ ହତ୍ୟା କରିବା ପୂର୍ବରୁ ଟାୟାର ମଗାଇଥିଲା ଗୋବିନ୍ଦ। ବିବେକ ଅଗ୍ରୱାଲଙ୍କୁ ଫୋନ୍ କରି ଦୁଇଟି ଟାୟାର…

ସ୍କୁଲ ଅଧ୍ୟକ୍ଷା ମମିତା ହତ୍ୟାକାଣ୍ଡ: ମିଳିଥିବା ବ୍ୟାଗ୍‌ ମମିତାଙ୍କର ନୁହେଁ

ବଲାଙ୍ଗୀର: ବହୁ ଚର୍ଚ୍ଚିତ ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣା । ଘଟଣାରେ ଅଭିଯୁକ୍ତ ରାଧେଶ୍ୟାମ ଚଣ୍ଡିର ସ୍ତ୍ରୀ ପୁଲିସକୁ ଦେଇଥିବା ବ୍ୟାଗ୍‌ ନେଇ ଅନ୍ୟ ଏକ ଅପ୍‌ଡେଟ୍‌ ଆସିଛି। ଅଭିଯୁକ୍ତ ରାଧେ ସ୍ତ୍ରୀ ପୁଲିସକୁ ଦେଇଥିବା ବ୍ୟାଗ୍‌…

ମମିତା ମେହେର ହତ୍ୟା ଘଟଣା : ତଦନ୍ତର ନୂଆ ମୋଡ଼

ମମିତା ମେହେର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ସହଯୋଗୀ ରାଧେ ଘରୁ ମିଳିଛି ବଡ଼ ପ୍ରମାଣ। ସେହି ପ୍ରମାଣକୁ ନେଇ ଏବେ ମମିତା ହତ୍ୟା ଘଟଣା ଏବେ ନୂଆ ମୋଡ଼ ନେଇଛି । ରାଧେକୁ ପୋଲିସ୍‌ ଗିରଫ କରିବା ପରେ ରାଧେ ଘରେ ଚଢାଉ ହୋଇଥିଲା । ତେବେ ଚଢ଼ାଉ…

ହାଇକୋର୍ଟ ଗଲା ମମିତା ହତ୍ୟା ମାମଲା ,ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ସହ ସିବିଆଇ ତଦନ୍ତ ଦାବି

କଟକ:ଓଡ଼ିଶା ହାଇକୋର୍ଟରେ ପହଁଚିଲା ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା। ଘଟଣାରେ ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ମାମଲା ରୁଜୁ କଲା ଭାରତୀୟ ବିକାଶ ପରିଷଦ। ସିବିଆଇ କିମ୍ବା ଅନ୍ୟ କୌଣସି ସ୍ୱାଧିନ ତଦନ୍ତ କାରୀ ସଂସ୍ଥା ଦ୍ୱାରା ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ…

ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣାରେ ନୁଆ ମୋଡ଼, ମାଟି ତଳୁ ମିଳିଲା ମମିତାଙ୍କ ଜନିଷ

ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା ।  କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ନୁଆ ମୋଡ଼ । ମହାଲିଙ୍ଗ୍ ଷ୍ଟାଡିୟମ୍ ରୁ ମିଳିଲା ଗଳିତ ମୃତଦେହ ନିଖୋଜ ମମିତା ମେହେରଙ୍କ ହୋଇଥିବା ସନ୍ଦେହ କରାଯାଉଥିଲା । ମାଟିତଳୁ ମିଳିଥିବା ସୁନା…