Latest Odisha News

BREAKING NEWS

ଶାହାରୁଖ୍ ଖାନଙ୍କ ମନ୍ନତକୁ ବୋମାରେ ଉଡାଇଦେବାକୁ ଧମକ ଦେଇଥିବା ଅଭିଯୁକ୍ତ ଗିରଫ

ମୁମ୍ବାଇ : ଶାହାରୁଖ ଖାନଙ୍କ ବଙ୍ଗଳା ମନ୍ନତକୁ ବୋମାରେ ଉଡାଇଦେଇଥିବା ବ୍ୟକ୍ତି ଗିରଫ । ଏହି ମାମଲାରେ ମଧ୍ୟପ୍ରଦେଶ ପୋଲିସ ଅଭିଯୁକ୍ତ ଯୁବକକୁ ଜବଲପୁରରୁ ଗିରଫ କରିଛି । ଆତଙ୍କବାଦୀ ଆକ୍ରମଣ ଓ ବାମୋ ବିସ୍ପୋରଣ କରିବା ଧମକ ଦେଇଥିବା ଯୁବକଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ ଅଭିଯୁକ୍ତ  ଜାନୁଆରୀ ୬ ତାରିଖରେ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ଧମକ ଦେଇଥିଲା ।

BjdElectrycity

ଏନେଇ ମହାର।ଷ୍ଟ୍ର ପୋଲିସ ଏହି ଅଭିଯୁକ୍ତ ଯୁବକ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଉଛନ୍ତି ଜିତେଶ ଠାକୁର । ସେ ସଞ୍ଜିବନୀ ନଗର ପୋଲିସ ଷ୍ଟେସନ ଅଞ୍ଚଳର ଗଙ୍ଗା ନଗରରେ ରହୁଥିଲା । କଲ୍ ଟ୍ରେସ କରି ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।

Leave A Reply

Your email address will not be published.