Latest Odisha News

BREAKING NEWS

କଂଗ୍ରେସରୁ ବହିଷ୍କୃତ ହେଲେ ମାନସ ଚୌଧୁରୀ

କଟକ :କଂଗ୍ରେସରୁ ବହିଷ୍କୃତ ହେଲେ ମାନସ ଚୌଧୁରୀ । କଂଗ୍ରେସରୁ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ ହୋଇଛନ୍ତି ବହିଷ୍କୃତ  । ୬ ବର୍ଷ ପାଇଁ କଂଗ୍ରେସରୁ ମାନସଙ୍କୁ ବହିଷ୍କାର କଲା ଦଳ । ଦଳ ବିରୋଧି କାର୍ଯ୍ୟ ପାଇଁ ପିସିସି ସଭାପତି ଏହିଭଳି ନିଷ୍ପତି ନେଇଥିବା ସୂଚନା ରହିଛି ।

କହି ରଖୁଛୁ ଯେ,  ମାନସ ଦଳ ପାଇଁ ଏକ ଯୁବ ସଂଗଠକ ଥିଲେ । ଦଳର କେନ୍ଦ୍ରୀୟ ନେତାଙ୍କ ଓଡିଶା ଗସ୍ତ ସମୟରେ ମାନସ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ଦେଖାଯାଏ । ସେ ଛାତ୍ର ଏବଂ ଯୁବ କଂଗ୍ରେସ ସଂଗଠନ ସହ ଜଡ଼ିତ ଥିଲେ ।

Leave A Reply

Your email address will not be published.