ଲଣ୍ଡନ: ଇଂଲଣ୍ଡରେ ଖେଳାଯିବାକୁ ଥିବା ମହିଳା ଦି ହଂଣ୍ଡ୍ରେଡ କ୍ରିକେଟ ଟୁର୍ଣ୍ଣାମେଂଟ ପାଇଁ ଫ୍ରାଚାଇଜମାନେ ଭାରତର ୨ ଖେଳାଳି ସ୍ମୃତି ମାନ୍ଧାନା ଓ ଜେମିମା ରୋଡ୍ରିଗ୍ୟୁସଙ୍କୁ ରିଟେନ କରିଛନ୍ତି । ମାନ୍ଧନାଙ୍କୁ ସଦର୍ଣ୍ଣ ବ୍ରେଭ ଏବଂ ଜେମିମାଙ୍କୁ ରୋଡିକ୍ସ ସୁପରଚାର୍ଜର୍ସ ଦଳରେ ରଖିଛନ୍ତି ।
ତେବେ ଅନ୍ୟ ୩ ଭାରତୀୟ ଖେଳାଳି ହରମନପ୍ରୀତ କୌର, ଶେଫାଳୀ ବର୍ମା ଓ ଦୀପ୍ତି ଶର୍ମାଙ୍କୁ ସେମାନଙ୍କୁ ପ୍ରାଂଚାଇଜ ଦଳରୁ ଛୁଟି କରିଛି । ଗତ ବର୍ଷଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଂଟରେ ଏଥର ଓଭରାଲ ୧୨ଜଣ ବିଦେଶୀ ଖେଳାଳି ରିଟେନ କରାଯାଇଛି ।
Comments are closed.