ମାଲକାନଗିରି: ମାରାତ୍ମକ ଭୂତାଣୁ କରୋନା ମୁକାବିଲା ପାଇଁ ମାଓ ସଂଗଠନ ପକ୍ଷରୁ ଅଡିଓ ଟେପ୍ ଓ ମାଓ ପୋଷ୍ଟର ଜାରି ହୋଇଛି । ମାଓନେତା କୈଳାସ ଏହି ଅଡିଓ ଟେପ୍ ଓ ପୋଷ୍ଟର ଜାରି କରିଛି । ଲୋକଙ୍କୁ ସତର୍କ ରହିବା ସହ ମାଓ କ୍ୟାଡରଙ୍କୁ କରୋନା ସଂକ୍ରମିତ ଲୋକଙ୍କ ଠାରୁ ଦୂରେଇ ରହିବାକୁ ସେ ଆହ୍ୱାନ ଦେଇଛି ମାଓ ନେତା ।
ଏଥିସହ ଚାରରିଆଡେ କରୋନା ତାରା କାୟା ବିସ୍ତାର କରି ଚାଲିଥିବାରୁ ମାଓବାଦୀମାନେ ନିଜ ନିଜ ଅଂଚଳରେ ରହିବାକୁ ସେ ପରାମର୍ଶ ଦେଇଛି। ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପରାମର୍ଶ ଦେଇଛି ମାଓ ନେତା କୈଳାଶ । ଦେଶରେ ଓ ବିଶ୍ୱରେ ଅନେକ ଲୋକ ଏହି ମହାମାରୀ କରୋନା ଦ୍ୱାରା ପିଡୀତ ହୋଇ ପ୍ରାଣ ହରାଇଥିବାରୁ ଦୁଃଖ ପ୍ରକାଶ କରିଛି ମାଓ ନେତା କୈଳାଶ। ଏହା ସହ ସରକାରଙ୍କ ପକ୍ଷରୁ ମହାମାରୀ କରୋନାକୁ ମୁକାବିଲା ନିମନ୍ତେ ଲାଗୁ ହୋଇଥିବା ନିୟମ କୁ ମାନିବା ପାଇଁ ମଧ୍ୟ ସେ ଅପିଲ କରିଛନ୍ତି ।
BREAKING NEWS
- Modi’s 25-Year: ଶାସନରେ ମୋଦିଙ୍କ ୨୫ ବର୍ଷ: ଏମିତି ଥିଲା ଗୁଜରାଟରୁ ଦିଲ୍ଲୀ ଯାତ୍ରା…ଆଜି ସାରା ଦେଶରେ ମେଗା ସେଲିବ୍ରେସନ୍!
- ‘ଆର୍ଜେଣ୍ଟିନା ସହ ଆଉ ନରହିବା ବହୁତ କଷ୍ଟ ଦେବ’: ଅନ୍ତର୍ଜାତୀୟ ଫୁଟବଲ୍ରୁ ଅବସର ନେଇ ମେସିଙ୍କ ଭାବବିହ୍ୱଳ ବିଦାୟୀ ଭାଷଣ
- ଓଲଟିଲା ୨ ଟ୍ରକ୍; କୋରାପୁଟ-ରାୟଗଡ଼ା ମଧ୍ୟରେ ଯାତାୟାତ ଠପ୍
- Gen Z ଙ୍କ ପ୍ରକୋପରେ ଜଳୁଛି ଫ୍ରାନ୍ସ…
- ବିସ୍ଥାପିତଙ୍କ ପାଇଁ ଗୃହ ନିର୍ମାଣ ଯୋଜନା ଘୋଷଣା କଲେ ହିଜବୁଲ୍ଲା ମୁଖିଆ ସେଖ ନଇମ କାସେମ
- ତେଲ ଟ୍ୟାଙ୍କର ଉପରେ ୟୁକ୍ରେନର ଡ୍ରୋନ ଆଟାକ, ୨୩ ଭାରତୀୟ କ୍ରୁ ଉଦ୍ଧାର…
- ଭୂମିକମ୍ପରେ ଥରିଲା ଉତ୍ତରାଖଣ୍ଡ; ଦିଲ୍ଲୀରେ ଝଟକା ଅନୁଭୂତ
- ପ୍ରଥମ ଟି୨୦: ଶ୍ରେୟାସଙ୍କ ବିସ୍ଫୋରକ ଶତକ, ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ
- ମୁଣ୍ଡ ଉପରେ ପୂଜା, ଖାଲ ଭର୍ତ୍ତି ରାସ୍ତାରେ ତୋରଣ
- ଭୁବନେଶ୍ୱର କୁମାରଙ୍କ କମ୍ବ୍ୟାକ୍: ୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟି୨୦, ଏ’ ଦଳ ଘୋଷଣା

Comments are closed.