ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା । ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣରେ ଜଣେ ଯବାନ ଶହୀଦ ହେଇଥିବା ବେଳେ ଅନ୍ୟ ଜଣେ ଗୁରୁତ୍ବର ଅବସ୍ଥାରେ ଥିବା ଜଣାପଡିଛି ।
ଶହୀଦ ଯବାନଙ୍କ ନା ଥରେନ୍ଦ୍ର କୁମାର ନାୟକ ଓ ଗୁରତ୍ୱର ଯବାନ ଅମର ଠାକୁର । ବିଜାପୁର ଜିଲ୍ଲାର କୁଟେରୁ ଥାନା ଅନ୍ତର୍ଗତ ଆମ୍ବେଲି ଜଙ୍ଗଲ ରାସ୍ତାରେ ନକ୍ସଲ ମାନେ ଲ୍ୟାଣ୍ଡ୍ମାଇନ୍ ଲଗାଇଥିଲେ ।
ଗତକାଲି ଠାରୁ ସିଲଗଡ଼ ରେ ଯବାନ ଓ ଜନତା ମୁହାଁମୁହିଁ ହୋଇ ରହିଥିବା ବେଳେ ନକ୍ସଲ ପନ୍ଥିଙ୍କ ଏପରି ଆକ୍ରମଣ ଯବାନଙ୍କ ଅପରେସନ କୁ ଆହୁରି ଜୋରଦାର କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ବସ୍ତର ଆଇଜି ପି.ସୁନ୍ଦର ରାଜ ।
Comments are closed.