Latest Odisha News

ସେନା କ୍ୟାମ୍ପ ଉପରେ ରକେଟ୍ ମାଡ କଲେ ମାଓବାଦୀ, ଅଳ୍ପକେ ବର୍ତ୍ତିଲେ ଯବାନ

ମାଲକାନଗିରି: କିଛି ଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇପଡିଛି ମାଲଗାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର । ଏଠାରେ ଥିବା ସେନା କ୍ୟାମ୍ପ ଉପରେ ମାଓ ହାମଲା ହୋଇଥିବା ଜଣାପଡିଛି । ନାରାୟଣପୁରରେ ବିଏସଏଫ୍ କ୍ୟାମ୍ପ ଉପରେ ମାଓବାଦୀ ମାନେ ରକେଟ୍ ମାଡ଼ କରିଛନ୍ତି ।

୪ଟି ବିଜିଏଲ ରକେଟରୁ ଗୋଟିଏ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଏହି ରକେଡି ମାଡରୁ ଅଳ୍ପକେ ବର୍ତ୍ତିଲେ ଯବାନ । କିଛି ଦିନ ପୂର୍ବରୁ ଏଠାରେ ବିଏସଏଫ୍ କ୍ୟାମ୍ପ ତିଆରି କରିଥିଲା । ତେବେ ଯବାନଙ୍କ ପାଲଟା ଆକ୍ରମଣରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

 

Leave A Reply

Your email address will not be published.