ଚମ୍ପାଇ :ଭୂକମ୍ପ ଝଟକାରେ ଥରି ଉଠିଲା ମିଜୋରାମ । ରେକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫-୬ ଥିଲା । ମିଜୋରାମର ଚମ୍ପାଇ ଠାରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଏହି ଭୂକମ୍ପ ଏତେ ଜୋରରେ ହୋଇଥିଲା ଯେ ମିଜୋରାମ ସମେତ ମଣିପୁର ,ଆସାମରେ ମଧ୍ୟ ଝଟକା ଅନୁଭବ ହୋଇଛି । ସୂଚନା ଅନୁସାରେ ଭୂକମ୍ପ ୩ ଟା ୪୨ ରେ ହୋଇଛି । ଏହି ଭୂମିକମ୍ପର ଗଭୀରତା ୬୦ କିମ ଥିଲା ବୋଲି ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ହେଲେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।
BREAKING NEWS
- ଋଷ ସହ ବେପାର କଲେ ଭାରତ ସମେତ ୫ ଦେଶ ଗଣିବେ ୧୦୦ ପ୍ରତିଶତ ଟିକସ
- ଅକ୍ଟୋବର ୧୫ରୁ ବଦଳିବ ୟୁପିଆଇ ନିୟମ: ଜାଣନ୍ତୁ ନୂଆ ଏମଡିଆର୍ ଚାର୍ଜ କାହା ଉପରେ ଲାଗୁ ହେବ?
- ୫ ଓରାଙ୍ଗଉଟାନ୍ ଛୁଆ ଉଦ୍ଧାର ମାମଲା: କେଉଁଠି ଲୁଚିଛନ୍ତି ଅଭିଯୁକ୍ତ? ବାଂଲାଦେଶ କିମ୍ବା ନେପାଳ ଖସିଯିବା ନେଇ ସନ୍ଦେହ
- ଇମ୍ରାନ ଜେଲରେ ମରିଯିବେ; ମୁକ୍ତ କରିବାକୁ ଅନୁରୋଧ କଲେ ୭ ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ
- ମଣିପୁରରେ ପୁଣି ହିଂସା: ଆଖିବୁଜା ଗୁଳିମାଡ଼ରେ ଦୁଇ ମହିଳାଙ୍କ ମୃତ୍ୟୁ, ଜଳିଗଲା ଏକାଧିକ ଫାର୍ମହାଉସ୍
- ସାଉଦି ଆରବକୁ ପାକିସ୍ତାନର ଧୋକା ! : ପାକିସ୍ତାନର ମନା ପରେ ଇସ୍ରାଏଲର ସହାୟତା ଲୋଡ଼ିଲା ସାଉଦି ଆରବ
- ରେଳ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା: ୩ ଦିନ ପାଇଁ ରାସ୍ତା ମଝିରୁ ଫେରିବ ଏକାଧିକ ମେମୁ ଟ୍ରେନ୍
- ଭାରତକୁ ଫେରିବ ଫର୍ମୂଲା ୱାନ: ସରକାର ଗଠନ କଲେ ଟାସ୍କ ଫୋର୍ସ
- ଚଳିତ ମୌସୁମୀରେ ନୂଆ ରେକର୍ଡ: ବଙ୍ଗୋପସାଗରରେ ସୃଷ୍ଟି ହେଲାଣି ୧୧ଟି ଲଘୁଚାପ
- ମହଙ୍ଗା ଜାଲରେ ଛନ୍ଦି ହେଲାଣି ମଧ୍ୟବିତ୍ତ ପରିବାର: ଦରଦାମ ନିୟନ୍ତ୍ରଣ କରିବାରେ ପ୍ରଶାସନ ଫେଲ୍!

Comments are closed.