ବାରିପଦା: ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ ଡାକ୍ତରଖାନାରେ ଭର୍ତ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ପ୍ରଥମେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଡାକ୍ତର ଏସସିବି ଡାକ୍ତରଖାନାକୁ ପଠାଇଛନ୍ତି ।
BREAKING NEWS
- ଶପଥ ନେଲେ ଦେଶର ନୂତନ ସିଏଜି କେ. ସଞ୍ଜୟ ମୂର୍ତ୍ତି
- ହିଂମାଶୁଙ୍କ ସାଂଘାତିକ ଅଭିଯୋଗ, ବବିଙ୍କ କଥାରେ…
- ସମୁଦ୍ରରେ ପାଟ୍ରୋଲିଂ ସମୟରେ ବନବିଭାଗର ଟ୍ରଲର ଚାଳକଙ୍କ ମୃତ୍ୟୁ
- ଏ ହେଉଛି ଦେଶର ବହୁ ଚର୍ଚ୍ଚିତ ଦଙ୍ଗା, ଯେଉଁଥିରେ ଯାଇଥିଲା ହଜାର ହଜାର ଲୋକଙ୍କ ଜୀବନ
- ଗୌତମ ଆଦାନୀଙ୍କ ଉପରେ ଠକେଇ ଅଭିଯୋଗ ଲଗାଇଲା ଆମେରିକା
- ‘ଓଡିଶାର ସର୍ଦ୍ଦାର ପଟେଲ ଥିଲେ ମହତାବ’
- ସାଇବର ଠକେଇ ମାମଲାରେ ବଡ଼ ଆକ୍ସନ: ୧୭ ହଜାର ହ୍ୱାଟସ୍ଆପ୍ ଆକାଉଣ୍ଟ ବ୍ଲକ୍
- ବିଶ୍ୱର ପ୍ରଦୂଷିତ ୧୦୦ ସହର ତାଲିକାରେ ଭାରତର ୩୯…
- ମଂଜ୍ରେକରଙ୍କ ଉପରେ ରାଗିଗଲେ ସାମୀ
- ‘୫ ବର୍ଷରେ ଓଡିଶାରେ ୫ ଲକ୍ଷ କୋଟି ନିବେଶ’
Comments are closed.