ବର୍ଣ୍ଣ: ସୁଇଜରଲାଣ୍ଡର ବର୍ଣ୍ଣ ଅଂଚଳରେ ପୃଥିବୀର ସବୁଠାରୁ ଅସୁନ୍ଦର ଓ ଭୟଙ୍କର ବିଲେଇ ରହୁଛି । ଏହାର ନାମ ହେଲା ଝେଣ୍ଡ୍ରମ । ୬ ବର୍ଷ ବୟସର ଏହି ବିଲେଇ ଦେଖିବାକୁ ଭୟଙ୍କର ହେଲେ ମଧ୍ୟ ପ୍ରକୃତରେ ନିରୀହ ଅଟେ । ଏହାର ମାଲିକ ୪୭ ବର୍ଷୀୟ ସାନ୍ଦ୍ରା ଫିଲିପ କିନ୍ତୁ ତାଙ୍କ ପୋଷା ବିଲେଇକୁ ବହୁତ ଭଲ ପାଇଥାନ୍ତି ।
ବିଲେଇର ଶରୀରରରେ କୌଣସି ରୁମ ନଥିବା ବେଳେ ଏହାର ଚାହାଣୀ ମନରେ ଭୀତି ସଂଚାର କରୁଛି । ଫିଲିପଙ୍କ ମତରେ ପ୍ରଥମ ଦିନରୁ ଏହି ବିଲେଇ ମୋତେ ଭଲ ଲାଗିଥିଲା । ଖେଳିବାକୁ ଓ ଗେହ୍ଲ ବେସର ହେବାକୁ ଝେଣ୍ଡ୍ରମ ବହୁତ ଭଲ ପାଏ ବୋଲି ସେ କହିଛନ୍ତି ।
BREAKING NEWS
- Gopalpur Beach Festival: ଗୋପାଳପୁର ବେଳାଭୂମି ମହୋତ୍ସବ ତାରିଖ ଘୁଞ୍ଚିଲା;୨୨ ନୁହେଁ …
- ବଡ଼ ଧରଣର ଡକାୟତି ଯୋଜନାକୁ ଫେଲ କଲା ପୋଲିସ; ୫ ଡକାୟତ ଗିରଫ
- ଆହୁରି ୩ ଦିନ କଲବଲ କରିବ ଶୀତ…
- Men’s Hockey India League 2026: କଳିଙ୍ଗର କ୍ରମାଗତ ଚତୁର୍ଥ ବିଜୟ ;ପରବର୍ତ୍ତୀ ମ୍ୟାଚ ଭୁବନେଶ୍ବରରେ…
- ମିଚେଲଙ୍କ ଶତକ ଆଗରେ ଫିକା ପଡିଲା ରାହୁଲଙ୍କ ପ୍ରଦର୍ଶନ: ସିରିଜ ବରାବର କଲା ନ୍ୟୁଜିଲାଣ୍ଡ
- ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଉଛି ଉଦୟଗିରିରେ ଆୟୋଜିତ ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ; ବୌଦ୍ଧ ଧର୍ମ ପୁସ୍ତକ ଉନ୍ମୋଚିତ
- ୧୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ; ଜଣେ ଅଭିଯୁକ୍ତ ଗିରଫ
- ମଜଭୁତ ହେଉଛି ଭାରତୀୟ ପାସପୋର୍ଟ; ଏବେ ୫୫ ଦେଶରେ ଭିସା ଫ୍ରି ଏଣ୍ଟ୍ରି…
- ୬୪ ଚାଲର ମହାରଥୀ ବିଶ୍ୱନାଥନ କିଟରେ ଉଦଘାଟନ କଲେ ଚେସ ମହାକୁମ୍ଭ
- ଓଡ଼ିଶାରେ ବକ୍ସାଇଟ୍ ସନ୍ଧାନ ଏବଂ ଅନୁସନ୍ଧାନ; ସାଟେଲାଇଟ୍ ଆଧାରିତ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ଆଇଆଇଟି ଭୁବନେଶ୍ୱର ପୁରସ୍କୃତ
Comments are closed.