ଲଣ୍ଡନ: ବ୍ରିଟେନର କ୍ଷୁଦ୍ରତମ ମହିଳାଙ୍କ ନାମ ହେଲା ଜର୍ଜିଆ ର୍ୟାନକିନ୍ । ତାଙ୍କ ବୟସ ୨୧ ବର୍ଷ ଏବଂ ଉଚ୍ଚତା ୨ ଫୁଟ ୭ ଇଂଚ । ଅନ୍ୟ ମଡେଲ ତୁଳନାରେ ତାଙ୍କ ଉଚ୍ଚତା କମ୍ ହେଲେ ମଧ୍ୟ ସେ ହୀନମନ୍ୟତାର ଶୀକାର ହୋଇ ନାହାନ୍ତି । ନିଜକୁ ଗ୍ଲାମରସ ଲୁକ୍ ଦେବା ସହ ସେ ସର୍ବଦା ଦୃଢ଼ ଆତ୍ମ ବିଶ୍ୱାସ ସହକାରେ ପ୍ରସ୍ତୁତ ହୋଇଥାନ୍ତି । ପିଲାବେଳେ ସେ ସର୍ବଦା ରୋଗୀଣା ରହୁଥିଲେ । ତାଙ୍କ ବାପା, ମାଆ ଝିଅ ନେଇ ମନଦୁଃଖରେ ରହିଥାନ୍ତି । ଏବେ କିନ୍ତୁ ସେମାନେ ମୋ ନେଇ ଗର୍ବ ଅନୁଭବ କରୁଛନ୍ତି ବୋଲି ଜର୍ଜିଆ କହିଛନ୍ତି ।
ୟୁଟୁ୍ୟବରେ ତାଙ୍କର ୭୦୦,୦୦୦ ଫଲୋର୍ସ । ଏଥିରୁ ଅନୁମାନ କରି ହେଉଥିବ ତାଙ୍କ ଭିଡିଓ ପାଇଁ କେତେ ପ୍ରଶଂସକ ଅପେକ୍ଷା କରି ରହୁଛନ୍ତି । ବର୍ତମାନ ଅନେକ ଫ୍ୟାଶନ ଇଣ୍ଡଷ୍ଟ୍ରି ତାଙ୍କ ସହ ଯୋଗାଯୋଗରେ ଅଛନ୍ତି । ଜର୍ଜିଆଙ୍କ ବ୍ୟକ୍ତିତ୍ୱ ଅନେକଙ୍କୁ ପ୍ରଭାବିତ କରିଥାଏ । ସେ ଏବେ ଦିବ୍ୟାଙ୍ଗଙ୍କ ପାଇଁ ଆଦର୍ଶ ସାଜିଛନ୍ତି ।
BREAKING NEWS
- ବାତ୍ୟା ଅକୱାନର ମୁକାବିଲା ପାଇଁ ଟିପିସିଓଡିଏଲର ବ୍ୟାପକ ପ୍ରସ୍ତୁତି, ୨୪ ଘଣ୍ଟିଆ…
- ସେନା ଡ୍ରାଇଭରଙ୍କ ଚାଲାଣ କାଟି ହରଡ଼ଘଣାରେ ପରିବହନ ଅଧିକାରୀ: କାର୍ଯ୍ୟରୁ ନିବୃତ୍ତ କଲା ପ୍ରଶାସନ
- ବାତ୍ୟା ଅକୱାନ; ନଭେମ୍ବର ୨୦ରେ କଟକ, ବାଲେଶ୍ୱର ଓ କେନ୍ଦୁଝରରେ ସ୍କୁଲ ଛୁଟି ଘୋଷଣା
- ଭୂସ୍ଖଳନ ମୁକାବିଲା ପାଇଁ ହାତ ମିଳାଇଲେ ୨ ରାଜ୍ୟ: ଉତ୍ତରାଖଣ୍ଡର ଆଧୁନିକ ଜ୍ଞାନକୌଶଳ ଓ ସାଟେଲାଇଟ୍ ମ୍ୟାପିଂ ଆପଣାଇବ ଓଡ଼ିଶା
- ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ଓ ସ୍ଥାନାନ୍ତରଣ ପ୍ରକ୍ରିୟା ଜୋରଦାର
- ୱେଟଲିଫ୍ଟିଂରୁ ବଡି ବିଲ୍ଡିଂ……ଜିତି ଚାଲିଛନ୍ତି ବିଶ୍ୱଜିତ
- Cyclone Akvan: ବାତ୍ୟା ଅକୱାନ; ୬ ଜିଲ୍ଲାରେ ଇନଟ୍ରା ସର୍କଲ ରୋମିଂ ବ୍ୟବସ୍ଥା ଆକ୍ଟିଭ…
- ରୋହିତ ଶର୍ମା ପୂନର୍ବାର ହେବେ କି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ
- ବାତ୍ୟା ‘ଅକୱାନ’ ପ୍ରଭାବ: ଭୁବନେଶ୍ୱର ସମେତ ୩ ପ୍ରମୁଖ ସହରକୁ ଇଣ୍ଡିଗୋ ଉଡ଼ାଣ ବାଧାପ୍ରାପ୍ତ
- ଚିକିତ୍ସାଧିନ ଅବସ୍ଥାରେ ଅର୍ଦ୍ଧଦଗ୍ଧ ଯୁବତୀଙ୍କ ମୃତ୍ୟୁ, ପୂର୍ବତନ ପ୍ରେମିକ ଗିରଫ
Comments are closed.