ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଦୁଇ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ରାଜ୍ୟପାଳଙ୍କ ପ୍ରମୁଖ ସଚିତ ଥିବା ମଧୁସୂଦନ ପାଢ଼ୀଙ୍କୁ ଲ୍ୟାଣ୍ଡ ରେକର୍ଡସ ଆଣ୍ଡ ସେଟେଲମେଂଟର କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ମଧୁସୂଦନ ପାଢ଼ୀ ୧୯୯୧ ବ୍ୟାଚ୍ର ଆଇଏଏସ୍ ଆଫିସର ।
ସେହିପରି ପ୍ରମୋଦ ମେହେର୍ଦ୍ଦାଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ମିଳିଛି । ସେ ଏବେ ପରିବହନ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ୧୯୯୭ ବ୍ୟାଚ୍ର ବରିଷ୍ଟ ଆଇଏଏସ୍ ଅଫିସର ଡକ୍ଟର ପ୍ରମୋଦ ମେହେର୍ଦ୍ଦା ରାଜ୍ୟାପାଳଙ୍କ ପ୍ରମୁଖ ସଚବ ଏବଂ ପରିବହନ ସଚିବ ଭାବେ ୨ଟି ଯାକ ଦାୟିତ୍ୱ ତୁଲାଇବେ ।
BREAKING NEWS
- କେବଳ ସାମରିକ ଶକ୍ତି ସମସ୍ୟାର ସମାଧାନ କରିପାରିବ ନାହିଁ: ମୋଦି
- ଭୁଲ୍ ଇଞ୍ଜେକସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ;ଏନଏଚ୍-୫୭ ଅବରୋଧ
- Fish market Paradeep: ପାରାଦୀପ ପାଇଁ ବଡ଼ ଯୋଜନା: ପ୍ରତିଷ୍ଠା ହେବ ହାଇଜିନିକ୍ ମାଛ ବଜାର
- ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ କଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ଟି୨୦ ବିଶ୍ୱକପ ସେମିଫାଇନାଲ: ଭାରତ କରିବ ପ୍ରଥମେ ବ୍ୟାଟିଂ
- India offers condolences: ଇରାନ ସୁପ୍ରିମ ଲିଡର ଖାମେନେଇଙ୍କ ମୃତ୍ୟୁରେ ଭାରତର ଶୋକ;ଶୋକ ପୁସ୍ତକରେ ସ୍ବାକ୍ଷର କଲେ…
- ଘରକୁ ଯିବା ପାଇଁ ବ୍ୟସ୍ତ ହୋଇ ପଡିଲେଣି ୱେଷ୍ଟଇଣ୍ଡିଜର ଏହି ଖେଳାଳି
- Rajyasabha Election: ନାମାଙ୍କନ ଭରିଲେ ଦିଲ୍ଲୀପ ରାୟ, କହିଲେ ୨୦୦୨ ପରି ଏଥର ବି ଜିତିବି…
- ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲା; ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ
- ସନ୍ଦେହଜନକ ଭାବେ ଭଡ଼ା ଘରୁ ସିଆରପିଏଫ୍ ଯବାନଙ୍କ ମୃତଦେହ ଉଦ୍ଧାର
Comments are closed.