ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ମୁଣ୍ଡିଆସାହିରେ ଘନଘନ ବୋମାମାଡ଼ । ଗାଁର ରବି ପ୍ରଧାନଙ୍କ ଘର ଉପରେ ଦୁର୍ବୃତ୍ତ ୫ଟି ବୋମା ଫିଙ୍ଗିଛନ୍ତି । ଏଥିରେ ତାଙ୍କ ଘରର ଆଜବେଷ୍ଟସ୍ ଉଡ଼ିଯାଇଛି । ଏଥିରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି ।

ବୋମାମାଡ଼ରେ ରବି ପ୍ରଧାନଙ୍କ ଘରର କାନ୍ଥ ବି ଭାଙ୍ଗି ଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି । ତନାଘନା ତଦନ୍ତ ଆରମ୍ଭ କରିଛି ଜଟଣୀ ପୋଲିସ । ଏହି ଘଟଣାରେ ପୋଲିସ କିଛି ଲୋକଙ୍କୁଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି ।
BREAKING NEWS
- Russia helping Iran: ଇରାନକୁ ଲୁଚି ଲୁଚି ସାହାଯ୍ୟ କରୁଛି ରୁଷ! ଆମେରିକା ପାଇଁ ବଢ଼ିଲା ଚିନ୍ତା, ତିଆରି ହେଉଛି ଭୟଙ୍କର ମିସାଇଲ୍ କ୍ଷମତା?
- Nepal Flood: ବନ୍ୟା ସବୁକିଛି ଛଡ଼ାଇନେଲା, ତଥାପି ଆଶା ଛାଡ଼ିନି ନେପାଳ… ମାଟି ତଳୁ ଖୋଜୁଛନ୍ତି ଜୀବନର ସ୍ମୃତି, କନ୍ଦାଇ ଦେବ ଦୃଶ୍ୟ…
- ନେପାଳ ବନ୍ୟା ବିଭୀଷିକା; ମୃତ୍ୟୁ ସଂଖ୍ୟା ୧୧୨୭କୁ ବୃଦ୍ଧି, ୪୮୦୦ ଏବେବି ନିଖୋଜ
- କିଏ ହେବ ରାମ ମନ୍ଦିର ଟ୍ରଷ୍ଟର ସିଇଓ…
- ରାଜ୍ୟ ସରକାରଙ୍କ ବଡ଼ ଘୋଷଣା:କମିଲା ପିୟୁସିସି ଫାଇନ୍, ଆସିଲା ନୂଆ ନିୟମ
- Pakistan Petty Politics: ମୋଦୀଙ୍କୁ ଫଟୋରୁ କାଟିଦେଲା ପାକିସ୍ତାନ!
- ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟଣା; ଠକ ବାବା ଓ ସହଯୋଗୀ ଗିରଫ
- ପୁଣି ଭିଜିବ ଓଡ଼ିଶା; ସେପ୍ଟେମ୍ବର ୫ ଯାଏଁ ବର୍ଷା ସମ୍ଭାବନା
- ମ୍ୟାଲେରିଆ ବଟିକା ଖାଇବା ପରେ ଶିଶୁର ମୃତ୍ୟୁ: ୫୦ରୁ ଅଧିକ ଅସୁସ୍ଥ
- ବିପଦ ସଙ୍କେତ ଟପୁଛି ସୁବର୍ଣ୍ଣରେଖା; ଆତଙ୍କିତ ଅଞ୍ଚଳବାସୀ

Comments are closed.