Latest Odisha News

BREAKING NEWS

‘ମିଶନ ମଙ୍ଗଲ’ ପାଇଁ କେଉଁ ଷ୍ଟାର ନେଇଛନ୍ତି କେତେ ପାରିଶ୍ରମିକ, ଜାଣନ୍ତୁ

ମୁମ୍ବାଇ: ସ୍ୱାଧୀନତା ଦିବସ ଅବସରରେ ପରଦାକୁ ଆସିଛି ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସିନେମା ‘ମିଶନ ମଙ୍ଗଲ’ । ଏହି ଚଳଚ୍ଚିତ୍ରର କେଉଁ କଳାକାର କେତେ ପାରିଶ୍ରମିକ ପାଇଛନ୍ତି, ଜାଣନ୍ତୁ ।

୧. କ୍ରୀତି କୁଲହାରି – ଏହି ଚଳଚ୍ଚିତ୍ର ପାଇଁ କ୍ରୀତିଙ୍କୁ ମିଳିଛି ପ୍ରାୟ ୧ କୋଟି ରୁ ୧.୫ କୋଟି ଟଙ୍କା ।

୨.ନିଥ୍ୟା ମେନେନ- ମିଶନ ମଙ୍ଗଲ ପାଇଁ ନିଥ୍ୟାଙ୍କୁ ମିଳିଛି ୧.୫ କୋଟିରୁ ୨ କୋଟି ଟଙ୍କା।

୩.ତାପସୀ ପାନ୍ନୁ – ତାପସୀଙ୍କୁ ଏହି ସିନେମା ପାଇଁ ମିଳିଛି ପ୍ରାୟ ୨ କୋଟିରୁ ୩ କୋଟି ଟଙ୍କା।

୪.ସରମାନ ଯୋଶୀ- ସରମାନ ଯୋଶୀଙ୍କୁ ଏହି ପିଲ୍ମ ପାଇଁ ମିଳିଛି ପ୍ରାୟ ୩ କୋଟି ରୁ ୫ କୋଟି ଟଙ୍କା ।

୫. ସୋନାକ୍ଷୀ ସିନ୍ହା- ସୋନାକ୍ଷୀଙ୍କୁ ମିଶନ ମଙ୍ଗଲ ପାଇଁ ମିଳିଛି ପ୍ରାୟ ୬ କୋଟିରୁ ୮ କୋଟି ଟଙ୍କା ।

୬.ବିଦ୍ୟା ବାଲାନ- ମୋଷ୍ଟ ଭର୍ସା ଷ୍ଟାଇଲ ଆକ୍ଟ୍ରେସ ବିଦ୍ୟା ବାଲାନ ଏହି ମୁଭି ପାଇଁ ନେଇଛନ୍ତି ପ୍ରାୟ ୮ କୋଟିରୁ ୧୦ କୋଟି ଟଙ୍କା।

୭. ଅକ୍ଷୟ କୁମାର- ଲାଷ୍ଟ ବଟ୍ ନଟ୍ ଇନ ଦ ଲିଷ୍ଟ୍ । ଏହି ମୁଭିର ଲିଡ଼ କ୍ୟାରେକ୍ଟର ସୁପରଷ୍ଟାର ଅକ୍ଷୟ କୁମାର ଗୋଟିଏ ଚଳଚ୍ଚିତ୍ର ପାଇଁ ୪୦ କୋଟିରୁ ୫୦ କୋଟି ପାରିଶ୍ରମିକ ନେଉଥିବା ବେଳେ, ଏହି ଚଳଚ୍ଚିତ୍ର ପାଇଁ ଗୋଟିଏ ଟଙ୍କା ମଧ୍ୟ ନେଇ ନାହାନ୍ତି ।

କାରଣ ଏହି ମିଶନ ମଙ୍ଗଲ ପିଲ୍ମଟି ଅକ୍ଷୟଙ୍କ ମାଆ ନିଜେ ପ୍ରଯୋଜନା କରିଥିବା ବେଳେ, ଚଳଚ୍ଚିତ୍ରଟି ଅକ୍ଷୟଙ୍କ ନିଜ ପ୍ରଡକ୍ସନ
ହାଉସରେ ନିର୍ମାଣ ହୋଇଛି । ତେଣୁ ଏଥୁରୁ ଯାହାବି ଲାଭ ବାହାରିବ ସେସବୁର ହକଦାର ହେବେ ଅକ୍ଷୟ କୁମାର ।

Leave A Reply

Your email address will not be published.