ବାରିପଦା: ବାରିପଦା ଥାନା ଅର୍ନ୍ତଗତ ଗୁଞ୍ଜସାହି ଅଞ୍ଚଳରେ ଜଣେ ବଳାତ୍କାରୀଙ୍କୁୁ ପିଟି ିପିଟି ହତ୍ୟା କରିଛନ୍ତି ପୀଡ଼ିତା । ମୃତକ ଜଣକ ହେଲେ ମଙ୍ଗଲ ମୁର୍ମୁ । ସେ ଗତ ୧୫ ତାରିଖରେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର କରିଥିଲେ । ଏହାପରେ ପୀଡ଼ିତା ମଙ୍ଗଲକୁ ପିଟିପିଟି ହତ୍ୟା କରିଥିବା ଜଣାଯାଇଛି । ଘଟଣାର ୭ ଦିନ ପରେ ରବିବାର ସକାଳେ ନିକଟସ୍ଥ ଜଙ୍ଗଲରୁ ମଙ୍ଗଲଙ୍କ ମୃତ ଦେହକୁ ପୋଲିସ ଉଦ୍ଧାର କରି ତଦନ୍ତ ଚଳାଇଛି ।
BREAKING NEWS
- ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ;କହିଲେ-ଅନ୍ୟାୟ ବିରୁଦ୍ଧରେ…
- ପତ୍ନୀ ଈଶାନୀଙ୍କଠାରୁ ଅଲଗା ହେବେ କ୍ରିକେଟର ରାହୁଲ ଚହର
- ବଜେଟରେ ସ୍ବାସ୍ଥ୍ୟସେବାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ, ୩ ହଜାର ୧୮୨ କୋଟି ଟଙ୍କାର ବ୍ୟୟ ବରାଦ
- ରାଜ୍ୟ ବଜେଟ୍ ୨୦୨୬-୨୭; ରାଜ୍ୟରେ ଖୋଲିବ ଆଉ ୪ ନୂଆ ବିଶ୍ବ ବିଦ୍ୟାଳୟ
- ରାଜ୍ୟ ବଜେଟ୍ ୨୦୨୬-୨୭ : ୧୫ଶହ ଏକରରେ ହେବ “ଶାମୁକା ପ୍ରକଳ୍ପ”
- ବଜେଟ୍ରେ ମୁଖ୍ୟମନ୍ତ୍ରୀଙ୍କ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା: ବିଏ ପାସ୍ କଲେ ଝିଅଙ୍କୁ ମିଳିବ ଏତିକି ଟଙ୍କା…
- ୨୦୨୬-୨୭ ଆଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପିତ, ଗତ ବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି
- ଫେବ୍ରୁଆରୀ ୨୭ରେ ଭଦ୍ରକରେ ୨୪ ଘଣ୍ଟିଆ ରେଳ ରୋକ ଡାକରା
- ଭ୍ୟୁୟର୍ସଶିପ ରେକର୍ଡ ଭାଙ୍ଗିଲା ଭାରତ-ପାକିସ୍ତାନ ମ୍ୟାଚ
- Thunderstorm Alert To Odisha: ଓଡ଼ିଶାରେ ପ୍ରବଳ ବର୍ଷିବ! ଆସୁଛି ଆଉ ଏକ ଲଘୁଚାପ…
Comments are closed.