ଭୁବନେଶ୍ବର : ଜେଲରେ ହେଉଛି ଚଢ଼ାଉ । ଜବତ ହେଉଛି ବିପୁଳ ସାମଗ୍ରୀ । ହେଲେ ପୁଣି ଜଏଦୀଙ୍କ ନିକଟରୁ ଜବତ ହେଉଛି ବେଆଇନ ସାମଗ୍ରୀ । ଆଜି ଝାରପଡ଼ା ଜେଲରୁ ମିଳିଛି ଆଉ ଏକ ମୋବାଇଲ । ଜେଲ୍ ଅଧିକ୍ଷକଙ୍କ ନେତୃତ୍ବରେ ହୋଇଥିବା ଚଢ଼ାଉ ବେଳେ ମୋବାଇଲ ଜବତ କରାଯାଇଛି । ମାଟି ତଳେ ପୋତା ହୋଇ ରହିଥିଲା ମୋବାଇଲ । ଏହାକୁ ଜବତ କରିଛି ପୋଲିସ । ଗୁରୁତ୍ବପୂର୍ଣ୍ଣ କଥା, ଗୋଟିଏ ମିନିଟକୁ ଶହେ ଟଙ୍କା ଦାମରେ ବାହାରକୁ ହେଉଥିଲା କଲ୍ । ଚିଟଫଣ୍ଡ ଅଭିଯୁକ୍ତଙ୍କ ସେଲ ନିକଟରୁ ଏହି ମୋବାଇଲ ଜବତ କରାଯାଇଛି । ଜେଲ୍ ଭିତରୁ ମୋବାଇଲ ଫୋନ ମିଳିବା ପରେ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଛନ୍ତି ଝାରପଡ଼ା ଜେଲ କର୍ତ୍ତୃପକ୍ଷ । ପୂର୍ବରୁ ମଧ୍ୟ ଝାରପଡ଼ା ଜେଲରୁ ମୋବାଇଲ ଫୋନ୍ ଜବତ କରିଥିଲା ପୋଲିସ ।
BREAKING NEWS
- ବଡ଼ ଧରଣର ଡକାୟତି ଯୋଜନାକୁ ଫେଲ କଲା ପୋଲିସ; ୫ ଡକାୟତ ଗିରଫ
- ଆହୁରି ୩ ଦିନ କଲବଲ କରିବ ଶୀତ…
- Men’s Hockey India League 2026: କଳିଙ୍ଗର କ୍ରମାଗତ ଚତୁର୍ଥ ବିଜୟ ;ପରବର୍ତ୍ତୀ ମ୍ୟାଚ ଭୁବନେଶ୍ବରରେ…
- ମିଚେଲଙ୍କ ଶତକ ଆଗରେ ଫିକା ପଡିଲା ରାହୁଲଙ୍କ ପ୍ରଦର୍ଶନ: ସିରିଜ ବରାବର କଲା ନ୍ୟୁଜିଲାଣ୍ଡ
- ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଉଛି ଉଦୟଗିରିରେ ଆୟୋଜିତ ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ; ବୌଦ୍ଧ ଧର୍ମ ପୁସ୍ତକ ଉନ୍ମୋଚିତ
- ୧୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ; ଜଣେ ଅଭିଯୁକ୍ତ ଗିରଫ
- ମଜଭୁତ ହେଉଛି ଭାରତୀୟ ପାସପୋର୍ଟ; ଏବେ ୫୫ ଦେଶରେ ଭିସା ଫ୍ରି ଏଣ୍ଟ୍ରି…
- ୬୪ ଚାଲର ମହାରଥୀ ବିଶ୍ୱନାଥନ କିଟରେ ଉଦଘାଟନ କଲେ ଚେସ ମହାକୁମ୍ଭ
- ଓଡ଼ିଶାରେ ବକ୍ସାଇଟ୍ ସନ୍ଧାନ ଏବଂ ଅନୁସନ୍ଧାନ; ସାଟେଲାଇଟ୍ ଆଧାରିତ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ଆଇଆଇଟି ଭୁବନେଶ୍ୱର ପୁରସ୍କୃତ
- ହ୍ରିତିକ ଅଭିନୀତ କାବିଲ ଫିଲ୍ମର ସୀକ୍ୱେଲ ନେଇ ପ୍ରଶଂସକଙ୍କୁ ଦ୍ୱନ୍ଦ୍ୱରେ ପକାଇଲେ ନିର୍ଦ୍ଦେଶକ
Comments are closed.