Latest Odisha News

BREAKING NEWS

କାଲି ୭ ଘଣ୍ଟା ପାଇଁ ଗଡ଼ିବନି ମୋ ବସ୍

ଭୁବନେଶ୍ବର : ଆସନ୍ତାକାଲି ୬ ଘଣ୍ଟିଆ ଓଡ଼ିଶା ବନ୍ଦ କରୁଛି କଂଗ୍ରେସ । ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦରକୁ ବୃଦ୍ଧି କରି ବନ୍ଦ ପାଳନ କରାଯାଉଛି । ଏହି ସମୟରେ ଦୋକାନ ବଜାର ସହ ଗାଡି ଚଳାଚଳ ବନ୍ଦ ରହିବ ।

ବନ୍ଦକୁ ଦୃଷ୍ଟିରେ ରଖି ଆସନ୍ତାକାଲି ୭ ଘଣ୍ଟା ପାଇଁ ଗଡିବନି ମୋ ବସ୍ । ଏନେଇ ସୂଚନା ଦେଇଛି କ୍ରୁଟ୍ । ଅପରାହ୍ଣ ୨ଟା ପରେ ପୂର୍ବପରି ବସ୍ ଚଳାଚଳ ସ୍ବାଭାବିକ ହେବ । ସେହିପରି ଓଡ଼ିଶା ବନ୍ଦ ପାଇଁ ଆସନ୍ତାକାଲି ଘରୋଇ ବସ୍ ମଧ୍ୟ ଚଳାଚଳ କରିବନି ।

Leave A Reply

Your email address will not be published.