ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ଅମ୍ଫାନର ମୁକାବିଲା ନେଇ ଓଡିଶାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଟୁଇଟ୍ କରି ବାତ୍ୟା ମୁକାବିଲା ନେଇ ଓଡିଶା ସରକାରଙ୍କ କାମକୁ ପ୍ରଶଂସା କରିଛନ୍ତି ମୋଦି।
My thoughts are with the people of Odisha as the state bravely battles the effects of Cyclone Amphan. Authorities are working on the ground to ensure all possible assistance to the those affected. I pray that the situation normalises at the earliest.
— Narendra Modi (@narendramodi) May 21, 2020
ବାତ୍ୟା ଅମ୍ଫାନକୁ ଓଡିଶାର ଲୋକେ ଯେପରି ସାହସର ସହିତ ମୁକାବିଲା କଲେ , ସେମାନଙ୍କ ସହିତ ମୁଁ ସବୁବେଳେ ରହିଛି । ବାତ୍ୟା ବିପନ୍ନଙ୍କ ନିକଟରେ ପହଁଚିବା ସହ ସ୍ଥିତିରେ ସୁଧାର ଆଣିବାକୁ ଓଡିଶାର ଅଧିକାରୀମାନେ କାମ କରୁଥିବା ନେଇ ମୋଦି ପ୍ରଶଂସା କରିଛନ୍ତି । ଏହା ସହିତ ରାଜ୍ୟର ସ୍ଥିତି ଖୁବଶୀଘ୍ର ସୁଧୁରିଯାଉ ବୋଲି ପ୍ରାର୍ଥନା କରିଛନ୍ତି ମୋଦି ।
Comments are closed.