Latest Odisha News

BREAKING NEWS

କ୍ୟାପିଟାଲ ହସ୍ପିଟାଲରେ ‘who’ର ଟିମ୍‌

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ‘ହୁ’ ଟିମ୍ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଟିମ କ୍ୟାପିଟାଲ ହସ୍ପିଟାଲ ଆସି କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ଅବସରରେ ରାଜ୍ୟ ସରକାରଙ୍କ ଏକ ଟିମ୍ ଉପସ୍ଥିତ ଥିଲେ।

ଏହି ଭିତ୍ତିରେ ଡବ୍ଲୁଏଚ୍‌ଓର ଟିମ୍ ଲିଡର ଡ. ନିହାର ରାୟ ଓ ୟୁଏନ୍‌ଏଫ୍‌ପିଏର ଡ. ଦୀପା କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଥିଲେ। କରୋନା ମହାମାରୀ ପରିସ୍ଥିତିରେ ରାଜ୍ୟର ଯେ କୌଣସି ହସ୍ପିଟାଲ କରୋନା ପାଇଁ ପ୍ରସ୍ତୁତ ରହିବା ଜରୁରୀ ।

ଏଭଳି ପରିସ୍ଥିତିରେ କରୋନା ସଂକ୍ରମିତଙ୍କୁ କିଭଳି ଚିହ୍ନଟ କରାଯିବ ଓ ସେମାନଙ୍କୁ ଅଲଗା ରଖାଯିବ ତାହାର ଏକ ପ୍ରୋଟୋକଲ ରହିବା ଜରୁରୀ ବୋଲି whoର ଅଧିକାରୀ କହିଛନ୍ତି।

Leave A Reply

Your email address will not be published.