ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଏଲଭି ପ୍ରସାଦ ଚକ୍ଷୁ ହସ୍ପିଟାଲ ପରିସରରେ MGM ଆଡଭାନ୍ସଡ ମୋଲେକ୍ୟୁଲାର୍ ମ୍ୟୁକୋରମାଇକୋସିସ୍ ଲାବ୍ରୋଟୋରୀ ଉଦଘାଟିତ ହୋଇଯାଇଛି । ଏହି ଲାବ୍ରୋଟୋରୀ ପ୍ରତିଷ୍ଠା ପାଇଁ MGM ଫାଉଣ୍ଡେସନ୍ ୧୦ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛି ।
MGM ଫାଉଣ୍ଡେସନର ନିର୍ଦ୍ଦେଶିକା ସବିତା ମହାନ୍ତି ଏହି ଲାବ୍ରୋଟୋରୀକୁ ଉଦଘାଟନ କରିଥିଲେ । ଏହି ଅବସରରେ ଉପସ୍ଥିତ ଥିଲେ MGM ଫାଉଣ୍ଡେସନ ନିର୍ଦ୍ଦେଶକ ପଙ୍କଜ ଏଲ୍. ମହାନ୍ତି, ପଦ୍ମ ଲୋଚନ ମହାନ୍ତିଙ୍କ ସମେତ ଡାକ୍ତର ଶ୍ରୀକାନ୍ତ ସାହୁ ଏବଂ ଏଲଭି ପ୍ରସାଦ ଚକ୍ଷୁ ହସ୍ପିଟାଲର ଅନ୍ୟ ଡାକ୍ତର ଓ କର୍ମଚାରୀ ।
Comments are closed.