Latest Odisha News

BREAKING NEWS

ମାତୃ ଦିବସ ଅବସରରେ ମହିଳା କରୋନା ଯୋଦ୍ଧାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମଗ୍ର ଦେଶରେ ଆଜି ମାତୃ ଦିବସ ପାଳନ କରାଯାଉଛି। ଆଜି ମାତୃ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା କରୋନା ଯୋଦ୍ଧାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସିଏମ୍ ଟୁଇଟ୍ କରି କହିଛନ୍ତି, “ଓଡିଶାରେ ମାତୃ ମୃତ୍ୟୁହାର ହ୍ରାସ କରିବା ଏବଂ ନିରାପଦ ମାତୃତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଆମର ଉଦ୍ୟମ ପ୍ରତିବଦ୍ଧ। ମହାମାରୀ ସମୟରେ ଆମ ସହିତ ଛିଡା ହୋଇଥିବାରୁ ଆମର ଫ୍ରଣ୍ଟଲାଇନ କୋଭିଡ ଯୋଦ୍ଧା – ASHA, ANM ଏବଂ AWWଙ୍କୁ ଧନ୍ୟବାଦ। ”

Comments are closed.