Latest Odisha News

BREAKING NEWS

ବାହାଘର ପରେ ସୋସିଆଲ ମିଡିଆରେ ଆକ୍ଟିଭ୍ ମୌନୀ ରାୟ , ସ୍ୱାମୀଙ୍କ ସହ ସେୟାର କଲେ ଫଟୋ

ମୁମ୍ବାଇ : ଟିଭି ପରଦାରେ ଇଚ୍ଛା ଧାରି ନାଗିନରେ ବେଶ୍ ଲୋକପ୍ରିୟତା ପାଇଥିବା ମୌନୀ ରାୟଙ୍କ ଫଟୋ ଭାଇରାଲ ।ବାହାଘର ପରେ ମୌନୀ ପୁଣି ନିଜ ଇଷ୍ଟାଗ୍ରାମରେ ଆକ୍ଟିଭ୍ ହୋଇଯାଇଛନ୍ତି ।ଗୁରୁବାର ମୌନୀ ନିଜ ଇଷ୍ଟା ଗ୍ରାମ ପେଜରେ ନିଜର ଓ ପତିଙ୍କ ସହ କିଛି ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋରେ ଲାଲ୍ ବନାରସୀ ଶାଢୀ ପିନ୍ଧିବା ସହ ମଥାରେ ସିନ୍ଦୁର ଲଗାଇ ଖୁବ୍ ସୁନ୍ଦର ଲାଗୁଥିଲେ ମୌନୀ ।ବେକରେ ହେବି ନେକଲେସ ସହ ମ୍ୟାଚିଙ୍ଗ ଇୟରରିଙ୍ଗସ୍ ମୌନିଙ୍କୁ ଖୁବ୍ ସାଜୁଥିଲା ।

BjdElectrycity

ମୌନୀ ପିନ୍ଧାଥିବା ରେଡ ବନାରସୀ ସାଢୀରେ ଗୋଲ୍ଡନେ ଗୋଟି ୱାର୍କ ହୋଇଥିଲ। ନିଜ ପତି ସୁରଜ ନାବିୟାରଙ୍କ ସହ ମଧ୍ୟ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋ ଗୁଡିକୁ ମୌନୀଙ୍କ ଫ୍ୟାନ ମାନେ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆରେ ମୌନୀଙ୍କୁ ସୁନ୍ଦରି କହି ଅନେକ କପ୍ଲିମେଣ୍ଟ ମଧ୍ୟ ମୌନୀଙ୍କ ପ୍ରଶଂସକ ମାନେ ଦେଇଛନ୍ତି ।

Comments are closed, but trackbacks and pingbacks are open.