Latest Odisha News

BREAKING NEWS

‘କେବିସି’ର ହଟସିଟରେ ସାଂସଦ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର: ଟେଲି ଜଗତର ଲୋକପ୍ରିୟ ରିୟାଲିଟି ଶୋ କୌନ ବନେଗା କରୋଡ଼ପତିର ହଟସିଟରେ ନଜର ଆସିବାକୁ ଯାଉଛନ୍ତି କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ।

ଅଚ୍ୟୁତଙ୍କ ସହ ହଟସିଟ ସେୟାର କରିଛନ୍ତି ବଲିଉଡ ଅଭିନେତ୍ରୀ ତପସୀ ପନୁ । ନଭେମ୍ବର ୧୫ ତାରିଖରେ ସୋନି ଟିଭିରେ ଏହା ପ୍ରସାରଣ ହେବା ନେଇ ଖବର ମିଳିଛି ।

କିଛିଦିନ ତଳେ ଏହି ଶୋ ରେ ଓଡ଼ିଆ ଝିଅ ତଥା ଅନ୍ତର୍ଜାତୀୟ ଧାବିକା ଦୁତିଚାନ୍ଦ ନଜର ଆସିଥିଲେ ।

Leave A Reply

Your email address will not be published.