ଭୋପାଲ: ସିନ୍ଧିଆ ଏବଂ ତାଙ୍କ ୨୨ ସମର୍ଥକ ଇସ୍ତଫା ପରେ ମଧ୍ୟପ୍ରଦେଶରେ ସୃଷ୍ଟି ହୋଇଛି ରାଜନୈତିକ ସଂକଟ । ଏହାରି ଭିତରେ ସୋମବାର ଶକ୍ତି ପରୀକ୍ଷା ଦେବେ ମୁଖ୍ୟମନ୍ତ୍ରୀ କମଲନାଥ । ଏନେଇ ରାତିଅଧରେ ତାଙ୍କୁ ପାଖକୁ ଆସିଛି ନିର୍ଦ୍ଦେଶ । ଶନିବାର ରାତିରେ ରାଜ୍ୟପାଳ ଲାଲାଜୀ ଟଣ୍ଡନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଚିଠି ପଠାଇଛନ୍ତି ।
ଏହି ଚିଠିରେ ସୋମବାର କମଲନାଥଙ୍କୁ ଆସ୍ଥା ଭୋଟର ସମ୍ମୁଖିନ ହେବାକୁ ପଡିବ ବୋଲି ରାଜ୍ୟପାଳ କହିଛନ୍ତି । ଏଥିସହ ସାମ୍ବିଧାନିକ ଧାରା ୧୭୪ ଏବଂ ୧୭୫(୨) ଅନୁଯାୟୀ କମଲନାଥ ସରକାରଙ୍କୁ ବିଶ୍ୱାସ ମତ ଲୋଡିବାକୁ ପଡିବ ବୋଲି ରାଜ୍ୟପାଳ ଚିଠିରେ ଉଲ୍ଲେଖ କରିଛନ୍ତି । ଭୋଟ ବଂଟନ ଉପରେ ଆଧାର କରି ଆସ୍ଥା ଭୋଟ ହେବ । ଏ ସମସ୍ତ ପ୍ରକ୍ରିୟାର ରେକର୍ଡିଂ ବିଧାନସଭା ଦ୍ୱାରା ସ୍ୱାଧୀନ ବ୍ୟକ୍ତିଙ୍କ ନିକଟରେ କରାଯିବ ।
BREAKING NEWS
- ଏଥର ମାଣବସାରେ ଘରେ ବନାନ୍ତୁ ସୁସ୍ୱାଦୁ ମଣ୍ଡା ପିଠା
- ମିଳିଲା ଧମକ, ଭୁବନେଶ୍ବର ହୋଟେଲ ମନ୍ଦିରରେ ଲୁଚି ବସିଛନ୍ତି ଛଦ୍ମବେଶୀ!
- ରାଜଧାନୀର ପିଭିଆର୍ ନିକଟରେ ବିସ୍ଫୋରଣ
- ମାସରେ କେତେ ଥରେ ଧୁଆ ହୁଏ ଟ୍ରେନରେ ଦିଆଯାଉଥିବା କମ୍ବଳ?
- ଦିଲ୍ଲୀକୁ କ୍ରାଇମ କ୍ୟାପିଟାଲରେ ପରିଣତ କରିଦିଆଯାଇଛି: କେଜ୍ରିୱାଲ
- ଗୋଖାଦ୍ୟ ଟ୍ରକରେ ଯାଉଥିଲା ୨ କୁଇଣ୍ଟାଲ ଗଞ୍ଜେଇ, ମାଡି ବସିଲା ପୋଲିସ
- ପୁଣି ରାଜଧାନୀରେ ସେକ୍ସ ରାକେଟ ଠାବ, ୪ ଯୁବତୀ ଉଦ୍ଧାର
- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଖଣି ଅଧିକାରୀ
- ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ଅଦ୍ଭ୍ୟୁଦୟ: ଇଏସଆଇରେ ମିଳିବ ଆୟୁଷ୍ମାନ ସୁବିଧା
- ବିଷାକ୍ତ ଖାଦ୍ୟ ଖାଇ ୧୦ ନର୍ସିଂ ଛାତ୍ରୀ ଅସୁସ୍ଥ
Comments are closed.