ଭୁବନେଶ୍ୱର : ଓଡିଶା ପ୍ରଦେଶ କଂଗ୍ରେସର ଭିନ୍ନକ୍ଷମ ପ୍ରକୋଷ୍ଠର ଅଧ୍ୟକ୍ଷ ନିଯୁକ୍ତି । ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଭିନ୍ନକ୍ଷମ ପ୍ରକୋଷ୍ଠର ଅଧ୍ୟକ୍ଷ ଭାବେ ଜିତେନ୍ଦ୍ର ବିଶ୍ୱାଳଙ୍କୁ ନିଯୁକ୍ତି ଦେଇଛନ୍ତି । ଶ୍ରୀ ବିଶ୍ୱାଳ ଆଗାମୀ ଦିନରେ ରାଜ୍ୟରେ ଥିବା ଭିନ୍ନକ୍ଷମ ବନ୍ଧୁ ମାନଙ୍କୁ ସଂଙ୍ଗଠିତ କରି କଂଗ୍ରେସ ଦଳ ମାଧ୍ୟମରେ ସେମାନଙ୍କର ବିଭିନ୍ନ ସମସ୍ୟାକୁ ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି ବୋଲି ପିିସିସି ଉପ ସଭାପତି ଶ୍ରୀ ଯଜେ୍ଞଶ୍ୱର ବାବୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
BREAKING NEWS
- ବ୍ରିକ୍ସ ୨୦୨୬ର ନୂଆ ଲୋଗୋ ଓ ୱେବସାଇଟ୍ ଲଞ୍ଚ କଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର
- ହ୍ୟୁମାନ୍ ସାଗର ମୃତ୍ୟୁ ମାମଲା: ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ
- ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ବିବାହର ନିଷ୍ପତ୍ତିରେ ଝିଅର ସ୍ବୀକୃତି ନେବା ନିତ୍ୟାନ୍ତ ଆବଶ୍ୟକ..
- Rashami Desai: ୮ ବର୍ଷ ଧରି ଡିପ୍ରେସନରେ ଥିଲେ ରଶ୍ମୀ ଦେଶାଇ.. ନିଜ କଥା କଲେ ଖୁଲାସା
- ଗାର୍ଲଫ୍ରେଣ୍ଡ୍ ସୋଫିଙ୍କ ସହ ନିର୍ବନ୍ଧ କଲେ ଶିଖର ଧାୱନ…
- Trump On Supreme Court Ruling On Tariffs: “ବରବାଦ୍ ହୋଇଯିବ ଆମେରିକା…”; ଭୟରେ ଟ୍ରମ୍ପ!
- ବାପା-ମାଙ୍କୁ ହଇରାଣ କଲେ ୧୦ ପ୍ରତିଶତ ଦରମା କଟାଯିବ
- ୧୪ରୁ କିଟରେ ଚେସ୍ ମହାକୁମ୍ଭ ଆରମ୍ଭ
- Ganja Smuggled: ପାଣି ବୋତଲଗାଡିରୁ ୧ କ୍ଵିଣ୍ଟାଲ ୬୦ କେଜି ଗଞ୍ଜେଇ ଜବତ, ୨ ଗିରଫ
- Blood-Written Letter to President: ରାଷ୍ଟ୍ରପତିଙ୍କୁ ରକ୍ତରେ ଚିଠି ଲେଖିଲେ ଅଧ୍ୟାପିକା
Comments are closed.