Latest Odisha News

ଆଦିତ୍ୟଙ୍କ ନାୟିକା ହେବେ ମୃଣାଳ

ମୁମ୍ବାଇ: ଥଡମ୍‌ରେ ଅଭିନୟ କରିବେ ଅଭିନେତ୍ରୀ ମୃଣାଳ ଠାକୁର। ତାମିଲ ବ୍ଲକବଷ୍ଟର ଥଡମର ହିନ୍ଦୀ ରିମେକର ଅଭିନେତ୍ରୀ ମୃଣାଳ ଠାକୁର ଯୋଗ ଦେଇଛନ୍ତି। ସେ ଆଦିତ୍ୟ କପୁରଙ୍କ ବିପକ୍ଷରେ ନାୟିକା ସାଜିବେ। ମୃଣାଳ ଆଜି ଆଦିତ୍ୟଙ୍କ ସହ ଏକ ଫଟୋ ସେୟାର କରି ଫିଲ୍ମରେ ଅଭିନୟ କରିବା ନେଇ ଘୋଷଣା କରିଛନ୍ତି। ଏହା ଏକ ଆକ୍ସନ୍ ଥ୍ରୀଲର ମୁଭି।

ଜୁଲାଇ ୨୯ ରେ ଫିଲ୍ମରେ ଆଦିତ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଖବର ଘୋଷଣା କରିଥିଲେ। ଏବେ ପ୍ରକାଶ ପାଇଛି ଯେ ମୃଣାଳ ଆଦିତ୍ୟଙ୍କ ବିପକ୍ଷରେ ଅଭିନୟ କରିବେ।

Comments are closed.