Latest Odisha News

BREAKING NEWS

ବ୍ରିଟେନ ରାଜପରିବାରର ପ୍ରସିଦ୍ଧ କଂଟ୍ରି କ୍ଲବ ଷ୍ଟୋକ ପାର୍କ କିଣିଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ମୁକେଶ ଅମ୍ବାନୀ ଶୁକ୍ରବାର ବ୍ରିଟେନ ରାଜପରିବାରର ଖ୍ୟାତନାମା କଂଟ୍ରି କ୍ଲବ ଷ୍ଟୋର୍କ ପାର୍କକୁ କିଣିଛନ୍ତି । ୩୦୦ ଏକର ପରିବ୍ୟାପ୍ତ ଏହି କ୍ଲବକୁ କିଣିବା ପାଇଁ ମୁକେଶଙ୍କୁ ୫୯୨ କୋଟି ଟଙ୍କା ଦେବାକୁ ପଡିଥିଲା । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ସହାୟକ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଆଲ ଇନଭେଷ୍ଟମେଂଟସ ଆଣ୍ଡ ହୋଲ୍ଡିଂଙ୍ଗସ ଲିମିଟେଡ (ଆରଆଇଆଇଏଚଏଲ) ଏହାର ଅଧିଗ୍ରହଣ କରିଛି ।

BjdElectrycity

ଷ୍ଟୋକ ପାର୍କ ଦୀର୍ଘଦିନ ଧରି ରାଜପରିବାର ମାଲିକାନା ରହିଥିଲା । ଏହି ପାର୍କରେ ୨୭ ହୋଲ ଗଲ୍ଫ କୋର୍ସ, ୧୩ ଟେନିସ କୋର୍ଟ ଓ ୧୪ ଏକର ଘରୋଇ ଉଦ୍ୟାନ ରହିଛି । ଏହା ପ୍ରାୟତଃ ୯୦୦ ବର୍ଷ ତଳର ହେବ । ଏହି ପାର୍କରେ ଅନେକ ହଲିଉଡ ଫିଲ୍ମର ଶୁଟିଂ କରାଯାଇଛି ।

Leave A Reply

Your email address will not be published.