ମୁମ୍ବାଇ: ବଲିଉଡରେ ଆତ୍ମଜୀବନୀ ଉପରେ ଫିଲ୍ମ ନିର୍ମାଣ କରିବା ଟ୍ରେଣ୍ଡ ଜୋର ଧରିଛି । ଏହି ଧାରାରେ ଯୋଡି ହୋଇଯାଇଛି ଆଉ ଏକ ଫିଲ୍ମ । ସମାଜବାଦୀ ପାର୍ଟିର ପୂର୍ବତନ ମୁଖ୍ୟ ମୁଲାୟମ ସିଂ ଯାଦବଙ୍କ ଜୀବନୀ ଉପରେ ଏହି ଫିଲ୍ମ ଆଧାରିତ । ଫିଲ୍ମର ନାମ ‘ମେଁ ମୁଲାୟମ ସିଂ ଯାଦବ’ ରଖାଯାଇଛି । ସେ ଜଣେ ଭଲ ରେସଲର ଥିଲେ । ଏହା ପରେ ସେ କିପରି ରାଜନୀତିରେ ପ୍ରବେଶ କଲେ ଏହି ଫିଲ୍ମରେ ଦର୍ଶାଯାଇଛି । ଅଫିସିଆଲ ଟିଜରରେ ମୁଲାୟମଙ୍କ ରେସଲର ଜୀବନ ଉପରେ ଧ୍ୟାନ ଦିଆଯାଇଛି । ଅମିତ ସେଠୀ, ମିମୋହ ଚକ୍ରବର୍ତି, ଗୋବିନ୍ଦ ନାମଦେବ, ମୁକେଶ ତିୱାରୀ ପ୍ରମୁଖ କଳାକାର ଏଥିରେ ଅଭିନୟ କରୁଛନ୍ତି । ଶୁଭେନ୍ଦୁ ରାଜ ଘୋଷ ନିର୍ଦ୍ଦେଶନା ଦେଇଥିବା ବେଳେ ତୋଷୀ ଓ ଶାରିବ ଫିଲ୍ମର ମ୍ୟୁଜିକ ଦାୟିତ୍ୱ ତୁଲାଇଛନ୍ତି ।
BREAKING NEWS
- Suspicious Drones: ଏଲଓସିରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍, ହାଇଆଲର୍ଟରେ ସୁରକ୍ଷା ବାହିନୀ
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
Comments are closed.