Latest Odisha News

BREAKING NEWS

‘କୋଣାର୍କ ଏକ୍ସପ୍ରେସ’ ମଙ୍ଗଳବାର ଦିନ ବିଳମ୍ବରେ ଭୁବନେଶ୍ୱର ଛାଡ଼ିବ !

ଭୁବନେଶ୍ୱର: ମୁମ୍ବାଇଗାମୀ କୋଣାର୍କ ଏକ୍ସପ୍ରେସ ମଙ୍ଗଳବାର ଦିନ ୩ଟା ୨୫ ପରିବର୍ତ୍ତେ ରାତି ୨ଟା ବେଳେ ବିଳମ୍ବରେ ଭୁବନେଶ୍ୱର ଛାଡ଼ିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଆସୁଥିବା ଟ୍ରେନଗୁଡ଼ିକ ବିଳମ୍ବରେ ଛାଡୁଥିବା ଯୋଗୁଁ ଏହି ବିଳମ୍ବ ଘଟିଛି । ମହାରାଷ୍ଟ୍ର ରାଜ୍ୟ ସମେତ ମୁମ୍ବାଇରେ ପ୍ରବଳ ବୃଷ୍ଟିପାତ ଯୋଗୁଁ ରେଳ ଚଳାଚଳ ବ୍ୟାହତ ହୋଇଛି । ତେଣୁ ବିଭିନ୍ନ ସ୍ଥାନରେ ଟ୍ରେନ ଗୁଡ଼ିକ ବିଳମ୍ବରେ ଗନ୍ତବ୍ୟସ୍ଥଳ ଛାଡୁଛି ।

Leave A Reply

Your email address will not be published.