ନୂଆଦିଲ୍ଲୀ: ଏଲିୟନଙ୍କୁ ନେଇ ଭିନ୍ନ ଭିନ୍ନ ଖବରମାନ ପ୍ରକାଶ ପାଉଛି । ଏହି ଶ୍ରେଣୀରେ ସାମିଲ ହୋଇଛି ଏକ ରହସ୍ୟମୟ ଘଟଣା । ଆଟାଲାଂଟା ସମୁଦ୍ର ତଳେ ରହସ୍ୟମୟ ଛିଦ୍ର ବୈଜ୍ଞାନିକମାନେ ଖୋଜି ପାଇଛନ୍ତି । ୨.୭ କିମି ସମୂଦ୍ର ତଳେ କି ଭଳି ଏହି ଛିଦ୍ର ସୃଷ୍ଟି ହେଲା ତାହା ବର୍ତମାନ ସମସ୍ତଙ୍କୁ ଚକିତ କରିଛି । ଆମେରିକାର ନ୍ୟାଶନାଲ ଓସେନିକ ଆଣ୍ଡ ଏଟମେସ୍ଫେରିକ ଆଡମିନିଷ୍ଟ୍ରେଶସନ ତାର ଫେସବୁକ ଆକାଂଉଟରେ ଏହାର ଫଟୋ ଶେୟାର କରିଛି । ପ୍ରାରମ୍ଭିକ ଗବେଷଣାରେ ଏହାକୁ କୌଣସି ପଦାର୍ଥ ମାଧ୍ୟମରେ ଖେଳା ଯାଇଥିବା ଜଣାପଡିଛି । ରିମୋଟ ଭେହିକିଲ ମାଧ୍ୟମରେ ଗବେଷଣା ଜାରୀ ରହିଛି । ଆଟାଲାଂଟାର ୧୦ ହଜାର ମାଇଲ ଏବେ ବି ଅନେକ ରହସ୍ୟ ତା ମଧ୍ୟରେ ସାଂଉଟି ରଖିଛି । ପାଖରେ ପାହଡ, ଜଙ୍ଗଲ ଘେରା ଏହି ଅଂଚଳ ବୈଜ୍ଞାନିକ ଏବଂ ଗବେଷକଙ୍କ ପାଇଁ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ବୈଜ୍ଞାନିକ ଏହି ଛିଦ୍ର ସମ୍ପର୍କରେ ସାଧାରଣ ଜନତାଙ୍କ ରାୟ ମଧ୍ୟ ମାଗିଛନ୍ତି ।
BREAKING NEWS
- Army chief Dwivedi: ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀଙ୍କ UAE – ଶ୍ରୀଲଙ୍କା ଗସ୍ତ; ରଣନୈତିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ
- ଟ୍ରକ୍-କାର୍ ଧକ୍କା; ୩ ଓଡ଼ିଆଙ୍କ ଗଲା ଜୀବନ, ଦୁଇ ଗୁରୁତର
- ଗୁରୁଜଙ୍ଗ ନବୋଦୟ ବିଦ୍ୟାଳୟର ୩୫ ଛାତ୍ର ଜଣ୍ଡିସରେ ଆକ୍ରାନ୍ତ
- ୪୦ ଲକ୍ଷ ଟଙ୍କାର ରୁପା ଓ ସୁନା ଅଳଙ୍କାର ଜବତ,ମିଟର ରିଡର ଭାବେ କାର୍ଯ୍ୟ କରୁଥିଲେ ଅଭିଯୁକ୍ତ
- ଭେନେଜୁଏଲାକୁ ମାଗଣା ଇଣ୍ଟରନେଟ୍ ଦେବେ ଏଲନ ମସ୍କ; ବଡ ଘୋଷଣା କଲେ…
- ପୋଲିସ ବାବୁଙ୍କ ଘରେ ବିଡ଼ା ବିଡ଼ା ଟଙ୍କା, ୨ କୋଠା…
- Somnath temple: ସୋମନାଥ ସ୍ୱାଭିମାନ ପର୍ବ – ୧୦୦୦ ବର୍ଷର ଏକ ଅତୁଟ ଆସ୍ଥା
- ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଯୁଦ୍ଧକାଳନୀ ଭିତ୍ତିରେ ସମ୍ପୂର୍ଣ୍ଣ ହୋଇଥିଲା ଭୁବନେଶ୍ୱର-ଡେଲାଙ୍ଗ-ପୁରୀ ରେଳ ଲାଇନ୍
- ଯାଜପୁରରୁ ୫୨ ଗ୍ରାମ ବ୍ରାଉନସୁଗାର ଜବତ; ବନ୍ଧା ହେଲେ ୩
- Pitabas Panda Murder: ଆଇନଜୀବୀ ପୀତବାସ ମର୍ଡର କେସ୍; ୩୦ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ
Comments are closed.