Latest Odisha News

BREAKING NEWS

ଆଠଗଡ଼ରେ କଲରାପତରିଆ ବାଘର ସନ୍ଦେହଜନକ ମୃତ୍ୟୁ

କଟକ: କଟକ ଜିଲ୍ଲା ତଗିରିଆ ନିକଟସ୍ଥ ଆଠଗଡ ବନଖଣ୍ଡରେ ଏକ କଲରାପତରିଆ ବାଘ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ଶିକାରୀଙ୍କ ଦ୍ଵାରା ବିଛାଯାଇଥିବା ଏକ ତାରର ସଂସ୍ପର୍ଶରେ ଆସିବାପରେ ବାଘଟିର ମୃତ୍ୟୁ ହୋଇଥିବା ଜଣାପଡିଛି।

ବନବିଭାଗ ଅଧିକାରୀମାନେ ଏହି ଘଟଣାକୁ ଚପାଇ ଦେବାପାଇଁ ମୃତ ବାଘର ଶରୀରକୁ ବନବିଭାଗ କାର୍ଯ୍ୟାଳୟରେ ଲୁଚାଇ ରଖାଯାଇଥିବା ଅଭିଯୋଗ ହୋଇଛି ।

ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁଯାୟୀ ସେମାନେ କିଛିଦିନ ପୂର୍ବରୁ ଏହି କଲରାପତରିଆ ବାଘଟିକୁ ଦେଖିଥିଲେ ।

Leave A Reply

Your email address will not be published.