Latest Odisha News

BREAKING NEWS

ଜିଲ୍ଲାପାଳ ଦେଖାଇଲେ ମହାନତା…

ନବରଙ୍ଗପୁର: ଜିଲ୍ଲାପାଳ ଦେଖାଇଲେ ମହାନତା । ପଦବୀର ଗର୍ବ ନୁହେଁ ଗାରିମା ଦେଖାଇ ସହାୟତା କଲେ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ । ଏପରି ମହତ କାମ କରି ଚର୍ଚ୍ଚାକୁ ଆସିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ ମିଶ୍ର ।

ସରକାରୀ କାମ ସାରି ଫେରୁଥିବାବେଳେ ୨ ଜଣ ଆହତଙ୍କୁ ଦେଖି ସେ ଗାଡି ଅଟକାଇଥିଲେ । ଆମ୍ବୁଲାନ୍ସକୁ ଅପେକ୍ଷା ନକରି ନିଜ ଗାଡିରେ ବସାଇ ହସ୍ପିଟାଲରେ ପହଂଚାଇ ଚିକିତ୍ସା କରାଇଥିଲେ । ଏପରି ମହତ କାମକୁ ନେଇ ଜିଲ୍ଲାପାଳଙ୍କୁ ଛୁଟିଛି ସାଧାରଣ ଲୋକଙ୍କ ପ୍ରଶଂସା ।

Leave A Reply

Your email address will not be published.