ଭୁବନେଶ୍ୱର: ସମସ୍ତଙ୍କୁ ଘାରିଛି କରୋନାର କୋକୁଆ ଭୟ । ଏହି କ୍ରମରେ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଆଗୁଆ ସଚେତନାତା ମୂଳକ ପଦକ୍ଷେପ ନେଇଛନ୍ତି । ମାର୍ଚ୍ଚ ୩୧ ଯାଏଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବୋଟାନିକାଲ ଗାର୍ଡେନ୍କୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି । ଆସନ୍ତାକାଲି ଠାରୁ ଏହାକୁ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ ।
ମହାମାରୀର ରୂପ ନେଇଥିବା କରୋନାକୁ ରାଜ୍ୟ ସରକାର ଗତକାଲି ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିଲେ । ଏହାସହ ସମସ୍ତ ସ୍କୁଲ, କଲେଜ, ସିନେମା ହଲ ଓ ସୁଇମିଂ ପୁଲକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏସବୁ ପ୍ରତିଷ୍ଠାନଗୁଡିକୁ ଆସନ୍ତା ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ।
BREAKING NEWS
- Film City In Delhi: ଏବେ ଦିଲ୍ଲୀରେ ନିଜର ମାୟାନଗରୀ, ଜମି ଯୋଗାଇବେ କେନ୍ଦ୍ର ସରକାର
- ଏସ୍ଡିଓ ପଞ୍ଚୁ ବେହେରା ଭିଜିଲାନ୍ସ ଦ୍ବାରା ଗିରଫ
- ଏକ୍ସସାଇଜ୍ ଡ୍ୟୁଟି ହ୍ରାସ୍ ପାଇଁ PMଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
- ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
- Ramlala ‘Surya Tilak’: ସୂର୍ଯ୍ୟଙ୍କ କିରଣରେ ହେଲା ପ୍ରଭୁ ରାମଲଲାଙ୍କ ଅଭିଷେକ
- ଶ୍ରୀରାମଙ୍କ ଜୀବନଦର୍ଶନ: ଆଜିର ଯୁବପିଢ଼ି ପାଇଁ ଜୀବନ ଜିଇଁବାର ଶ୍ରେଷ୍ଠ ମନ୍ତ୍ର
- ଡଲାର ତୁଳନାରେ ଦୁର୍ବଳ ହେଲା ଭାରତୀୟ ଟଙ୍କା
- ହ୍ରାସ ପାଇବ ପେଟ୍ରୋଲ-ଡିଜେଲ ଦର !
- ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ପୁଣି ଯୁଦ୍ଧ ଆରମ୍ଭ
- Jag Vasant tanker arrives: ଇରାନରୁ ଆଶ୍ୱସ୍ତି ଆଣିଲା ଆଉ ଏକ ଜାହାଜ, ଗୁଜୁରାଟ ବନ୍ଦରରେ କଲା ପ୍ରବେଶ
Comments are closed.