Latest Odisha News

BREAKING NEWS

ଓଡ଼ିଆ ଝିଅ ମୋତି ଜାନି ଜିତିଲେ ଜାତୀୟ ଭାରୋତ୍ତଳନ ବ୍ରୋଞ୍ଜ୍ ପଦକ

ଭୁବନେଶ୍ୱର: ବିହାରର ଗୟାଠାରେ ଚାଲିଥିବା ଜାତୀୟ ସବ୍ ଜୁନିୟର ଓ ଜୁନିୟର୍ ଭାରୋତ୍ତଳନ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଛନ୍ତି ଓଡ଼ିଆ ବାଳିକା ଭାରୋତ୍ତଳନକାରୀ । ଓଡ଼ିଆ ଝିଅ ମୋତି ଜାନି ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ଏହି ଉଦୀୟମାନ ଓଡ଼ିଆ ଭାରୋତ୍ତଳନକାରୀ ୬୯ କିଲୋଗ୍ରାମ ସ୍ନାଚ ଏବଂ ୯୪ କିଲୋଗ୍ରାମ କ୍ଲିନ ଏଣ୍ଡ ଜର୍କ ବିଭାଗରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ମୋତି ।

Leave A Reply

Your email address will not be published.