Latest Odisha News

BREAKING NEWS

କଣ୍ଟାବାଞ୍ଜିରୁ ହାରିଲେ ନବୀନ ପଟ୍ଟନାୟକ, ଜିତିଲେ ଲକ୍ଷ୍ମଣ ବାଗ

କଣ୍ଟାବାଜି: କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାଜିତ । ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ପରାଜିତ ହେଲେ ନବୀନ ।

କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରରେ ବିଜେଡି ସୁପ୍ରିମୋ ତଥା ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ପରାସ୍ତ ହୋଇଛନ୍ତି । ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ୩୨୮୩ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।

ଲକ୍ଷ୍ମଣ ବାଗଙ୍କୁ ମୋଟ ୪୪ ହଜାର ୪୨୪ ଖଣ୍ଡ ମିଳିଥିବାବେଳେ ନବୀନ ପଟ୍ଟନାୟକଙ୍କ ଭାଗରେ ମୋଟ ୪୧ ହଜାର ୧୪୧ ଖଣ୍ଡ ଭୋଟ ପଡିଛି ।

Leave A Reply

Your email address will not be published.