Latest Odisha News

BREAKING NEWS

ରୋହିତ ପୂଜାରୀ ସରକାରୀ ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତ

ଭୁବନେଶ୍ବର: ବିଧାନସଭା ସରକାରୀ ଦଳର ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତ ହେଲେ ରୋହିତ ପୂଜାରୀ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋମବାର ଦିନ ରୋହିତ ପୂଜାରୀଙ୍କୁ ସରକାରୀ ଦଳ ଉପମୁଖ୍ୟ ସେଚେତକ ଭାବେ ନିଯୁକ୍ତି ଦେଇଛନ୍ତି ।

ଏହା ପୂର୍ବରୁ ପ୍ରଣବ ବଳବନ୍ତରାୟ ଉପ ମୁଖ୍ୟ ସେଚେତକ ଥିଲେ । ତାଙ୍କ ସ୍ଥାନରେ ରେଢାଖୋଲର ବିଧାୟକ ରୋହିତ ପୂଜାରୀଙ୍କୁ ନିଯୁକ୍ତି ମିଳିଛି ।

Leave A Reply

Your email address will not be published.