ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । cmrfodisha.gov.inରେ ଟଙ୍କା ଦାନ କରିବାକୁ ନବୀନ ଅପିଲ କରିଛନ୍ତି । ଏନେଇ ସେ ଟ୍ୱିଟ୍ କରି ଅପିଲ କରିଛନ୍ତି।
Human race is facing one of the gravest challenges due to #COVID19 pandemic. Appeal everyone to come forward to donate through https://t.co/Lffn78aM7R to strengthen #Odisha’s fight against #CoronaVirus. #OdishaFightsCorona pic.twitter.com/QIjZaq0cMO
— Naveen Patnaik (@Naveen_Odisha) April 6, 2020
ଟ୍ୱିଟ୍ରେ ନବୀନ ଲେଖିଛନ୍ତି, ବର୍ତ୍ତମାନ ମହାମାରୀ କରୋନା ଯୋଗୁଁ ସାରା ମାନବ ସମାଜ ଏକ ଭୟଙ୍କର ଚ୍ୟାଲେଂଜର ସାମ୍ନା କରୁଛି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରି କରୋନା ବିରୋଧରେ ଓଡ଼ିଶାର ଲଢ଼େଇ ଅଭିଯାନକୁ ଆହୁରି ମଜବୁତ କରିବାକୁ ରାଜ୍ୟବାସୀଙ୍କୁ ନବୀନ ନିବେଦନ କରିଛନ୍ତି ।
Comments are closed.