Latest Odisha News

BREAKING NEWS

ରାଜଧାନୀରେ ଘର ପାଖରେ ପନିପରିବା ଓ ଗ୍ରୋସରୀ ପହଞ୍ଚାଇବାର ବ୍ୟବସ୍ଥା କଲା ପ୍ରଶାସନ

ଭୁବନେଶ୍ୱର : ଲକ୍ ଡାଉନ ବେଳେ ସହରରେ ଲୋକଙ୍କ ଘର ପାଖକୁ ମୋବାଇଲ ଭ୍ୟାନ ପନିପରିବା ଓ ଗ୍ରୋସରୀ ପହଞ୍ଚାଉଛି । ବିଏମସି ପକ୍ଷରୁ ଆଜି ୨୦୦ଟି ଭ୍ୟାନ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ବିଭିନ୍ନ ଅଞ୍ଚଳରେ ବିକ୍ରି କରାଯାଉଛି । ତେବେ କେଉଁ ଅଞ୍ଚଳରେ କେଉଁ ଭ୍ୟାନକୁ ଫୋନ କଲେ ଏହି ସାମଗ୍ରୀ ଆପଣଙ୍କୁ ଘରେ ମିଳିପାରିବ ସେ ନେଇ ବିଏମସି ଓ କମିଶନରେଟ ପୋଲିସ ପକ୍ଷରୁ ଏକ ତାଲିକା ଦିଆଯାଇଛି ।

Leave A Reply

Your email address will not be published.