ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟରତ ଓଡ଼ିଶା କ୍ୟାଡର ଆଇଏସ ଅଫିସର ରାଜେଶ କୁମାର ବର୍ମାଙ୍କୁ ମିଳିଛି କେନ୍ଦ୍ରୀୟ ପ୍ରତିନିଯୁକ୍ତି ।
ଅତିଶିଘ୍ର ସେ କେନ୍ଦ୍ର କୃଷି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ ସମ୍ପାଦନ କରିବେ ।
୧୯୮୭ ମସିହା ବ୍ୟାଚର ଆଇଏଏସ ଅଫିସର ରାଜେଶ ବର୍ମା ୟୁଏନ୍ ବେହେରାଙ୍କ ସ୍ଥାନରେ୨୦୧୭ ମସିହା ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଥିଲେ ।
Comments are closed.