Latest Odisha News

BREAKING NEWS

ସିଦ୍ଧୁ ନିଖୋଜ ପୋଷ୍ଟର ଲାଗିଲା, ସନ୍ଧାନକାରୀଙ୍କୁ ୫୦ ହଜାର ପୁରସ୍କାର

ଚଣ୍ଡୀଗଡ: ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା କଂଗ୍ରେସ ନେତା ନବେଜାତ ସିଂ ସିଦ୍ଧୁ ନିଖୋଜ ଥିବା ପୋଷ୍ଟର ତାଙ୍କ ନିର୍ବାଚନ ମଣ୍ଡଳୀର ବିଭନ୍ନ ସ୍ଥାନରେ ଲଗାଯାଇଛି । ଏପରିକି ସିଦ୍ଧୁଙ୍କ ବିଷୟରେ ସୂଚନା ଦେଲେ ୫୦ ହଜାର ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ପୋଷ୍ଟରର ଉଲ୍ଲେଖ ରହିଛି । ସିଦ୍ଧୁ ନିର୍ବାଚନ ଜିତିବା ପରେ ରସୁଲପୁର ଅଂଚଳର କୌଣସି ସମସ୍ୟା ବୁଝି ନାହାନ୍ତି । ସେଥିପାଇଁ ଖୋଜା ଚାଲିଛି ବୋଲି ବାବା ଦୀପ ସିଂ ଜୀ ସେବା ସୋସାଇଟର ସଭାପତି ଅନୀଲ ବଶିଷ୍ଟ କହିଛନ୍ତି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସହ ତାଙ୍କ ସମ୍ପର୍କ ଖରାପ ହେବାରେ ଲାଗିଛି । ସିଦ୍ଧୁ କଂଗ୍ରେସ ହାଇକମାଣ୍ଡ ଦ୍ୱାରା ଗଠିତ ୩ସଦସ୍ୟ କମିଟିର ଡକରାରେ ଦିଲ୍ଲୀ ଯାଇଛନ୍ତି ।

Leave A Reply

Your email address will not be published.