ନୂଆଦିଲ୍ଲୀ: ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ସେ ବିଜୟୀ ହୋଇଛନ୍ତି । ଭୋଟଗ୍ରହଣ ପରେ ଫଳାଫଳ ଘୋଷଣା କରାଯାଇଛି ।
NDA candidate Jagdeep Dhankar declared the Vice President of India pic.twitter.com/SwxtHArqxK
— ANI (@ANI) August 6, 2022
528 ଭୋଟ ପାଇ ଧନଖଡ ବିଜୟୀ ହୋଇଛନ୍ତି । ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାକୁ ହରାଇ ଧନଖଡ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଛି । 182 ଖଣ୍ଡ ଭୋଟ ପାଇଛନ୍ତି ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ୍ ଆଲଭା । 15ଟି ଭୋଟ ନାକଚ ହୋଇଛି ।
Delhi | NDA candidate Jagdeep Dhankar won by 346 votes as he bagged 528 of the total 725 votes that were cast. While 15 were termed invalid, Opposition candidate Margret Alva received 182 votes in the election: LS Gen-Secy Utpal K Singh pic.twitter.com/ZNHcbmftAU
— ANI (@ANI) August 6, 2022
780 ସାଂସଦଙ୍କ ମଧ୍ୟରୁ 725ଜଣ ସାଂସଦ ଭୋଟ ଦେଇଥିଲେ । 93 ପ୍ରତିଶତ ସାଂସଦ ଭୋଟ ଦେଇଥିଲେ ।
#VicePresidentialElections2022 | Out of 780 electors comprising elected & nominated members of the RS & elected members of LS, 725 electors cast their votes. Total voter turnout – 92.94%: Utpal Kumar Singh, Lok Sabha Secretary-General pic.twitter.com/29xjxnkbXJ
— ANI (@ANI) August 6, 2022
Comments are closed.