Latest Odisha News

ଏନଡିଏମସିର ୨୦୦ କର୍ମଚାରୀଙ୍କ ବ୍ୟାଙ୍କ ଆକାଂଉଟ ହ୍ୟାକ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ମ୍ୟୁନିସପାଲ କର୍ପୋରେଶନ (ଏନଡିଏମସି) ୨୦୦ କର୍ମଚାରୀଙ୍କ ବ୍ୟାଙ୍କ ଆକଂଉଟ ହ୍ୟାକ ହୋଇଛି । ତେବେ ଏ ପର୍ଯ୍ୟନ୍ତ କେବଳ ୨ଟି ଆକଂଉଟ ନେଇ ଅଭିଯୋଗ ଆସିଛି ।

ଲୋକଙ୍କଠାରୁ ଭୁଲ ବାଟରେ ଆକାଂଉଟରୁ ଅର୍ଥ ହେରଫେର କରାଯାଉଛି ବୋଲି ଏନଡିଏମସି କର୍ମଚାରୀ ୟୁନିୟନ କହିଛି । ଘଟଣାର ତଦନ୍ତ ପୋଲିସ ଆରମ୍ଭ କରିଦେଇଛି । ପ୍ରାରମ୍ଭିକ ତଦନ୍ତରେ ଏଟିଏମ କାର୍ଡର କ୍ଲୋନିଂ କରାଯାଇ ଅର୍ଥ ଉଠାଯାଇଥିବା ପୋଲିସ କହିଛି ।

Leave A Reply

Your email address will not be published.