ମାଲକାନଗିରି ଜିଲ୍ଲାର ଆଦିମ ଜନଜାତି ବଣ୍ଡାଙ୍କ ବିକାଶ ଲାଗି ସରକାର ଅନେକ ଯୋଜନା କରୁଛନ୍ତି । ହେଲେ ଏବେ ବି ଭଲ ରାସ୍ତାଖଣ୍ଡିଏ ନଥିବା ବେଳେ ପକ୍କାଘରଟିଏ ବି ମିଳିପାରିନି । ତା ସହିତ ଶିକ୍ଷା ସ୍ୱାସ୍ଥ୍ୟ ବି ବିପର୍ଯ୍ୟସ୍ତ ହୋଇପଡିଛି କହିଲେ ଚଳେ । କିଭଳି ରହିଛି ଏହି ଜନଜାତିଙ୍କ ସ୍ଥିତି ଦେଖିବା ଏହି ରିପୋର୍ଟ ।
BREAKING NEWS
- କୋଚ, ଅଧିନାୟକ, ରଣନୀତିର ରିଭ୍ୟୁ କରିବ ବିସିସିଆଇ
- ଆଉ ବର୍ତ୍ତିବେନି ରାଜପାଲ? ଚେକ୍ ବାଉନ୍ସ ମାମଲାରେ ବଲିଉଡ୍ କମେଡିଆନଙ୍କ ପାଇଁ ବଢ଼ିଲା ଅଡ଼ୁଆ
- ଜୁଲାଇ ୧୩ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ
- ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ଭକ୍ତମାନଙ୍କୁ ଗୁଣ୍ଡିଚା ମନ୍ଦିରରେ ଦର୍ଶନର ସୁବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- ନୂଆ ଆବେଦନକାରୀଙ୍କ ବଢ଼ିଲା ଆଶା: ସୁଭଦ୍ରା ଯୋଜନାରେ ମିଳିବ କି ସୁବିଧା? ଜାଣନ୍ତୁ ସରକାରଙ୍କ ବଡ଼ ଅପଡେଟ୍
- କେଜିରୁ ପିଜି ମାଗଣା ଶିକ୍ଷା ନେଇ ଦ୍ୱନ୍ଦ୍ୱ ଦୂର କଲେ ଉଚ୍ଚଶିକ୍ଷା ମନ୍ତ୍ରୀ
- ଆପଣଙ୍କ ଗାଡ଼ିର ମାଇଲେଜ୍ ହଠାତ୍ କମିଯାଉଛି କି? ପେଟ୍ରୋଲକୁ ନେଇ ସରକାର ନେବାକୁ ଯାଉଛନ୍ତି ଏକ ବଡ଼ ନିଷ୍ପତ୍ତି
- Surat Floods:ବନ୍ୟାରେ ନିଖୋଜ ଓଡ଼ିଆ ଦାଦନ ଶ୍ରମିକ;ସରକାରଙ୍କ ସହଯୋଗ ଲୋଡ଼ିଲେ ପରିବାର
- ଆପଣଙ୍କ ଅଜାଣତରେ ଘରର ଏହି ଛୋଟିଆ ଭୁଲ୍ ବଢ଼ାଉଛି କି ବିଦ୍ୟୁତ୍ ବିଲ୍? ଜାଣନ୍ତୁ ଏହା ପଛର ସାଇନ୍ସ
- ପୁରୁଣା ଗାଡ଼ି ବିକିବାକୁ ଭାବୁଛନ୍ତି କିମ୍ବା ନୂଆ କିଣିବାକୁ ଯାଉଛନ୍ତି? ଆଗ ପଢ଼ି ନିଅନ୍ତୁ ପରିବହନ ବିଭାଗର ଏହି ନୂଆ କଡ଼ା ନିୟମ
Comments are closed.