Latest Odisha News

BREAKING NEWS

କେପି ଶର୍ମା ଓଲୀ ଓ ପ୍ରଚଣ୍ଡଙ୍କ ମଧ୍ୟରେ ଗୁପ୍ତ ବୁଝାମଣା !

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀଙ୍କ ସରକାର ବଂଚିଯିବା ଆସାର ବୁଧବାର ଦେଖିବାକୁ ମିଳିଛି । ଓଲୀ ଓ ପୁଷ୍ପକମଳ ଦହଲ (ପ୍ରଚଣ୍ଡ)ଙ୍କ ମଧ୍ୟରେ ଗୁପ୍ତ ବୁଝାମଣା ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଛି । ପ୍ରଚଣ୍ଡଙ୍କ ନିକଟତମ ନେତାଙ୍କୁ ଓଲୀ ସରକାରରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ମିଳିବାକୁ ଯାଉଛି ।

ମଙ୍ଗଳବାର ଉଭୟଙ୍କ ମଧ୍ୟରେ ୨ ଘଂଟା ଧରି ବୈଠକ ହେବା ପରେ ସମାଧାନ ରାସ୍ତା ବାହାରିଥିବା ଜନୈକ ବିଧାୟକ କହିଛନ୍ତି । ୨୮ ଜୁଲାଇ ସ୍ଥାୟୀ ସମିତି ବୈଠକ ପରେ ନେପାଳୀ କ୍ୟାବିନେଟରେ ବଡ ଧରଣର ଅଦଳବଦଳ ହେବା ସମ୍ଭାବନା ଦେଖା ଦେଇଛି । ଓଲୀଙ୍କ ଭାରତ ପ୍ରତି ବିବାଦୀୟ ବୟାନ ପରେ ତାଙ୍କ ସରକାର ନେଇ ବିପଦ ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.