କଟକ: କଟକ ମହାନଗର ନିଗମ ମଙ୍ଗଳବାର ଦିନ ଜଣେ ନୂଆ ଆକ୍ରାନ୍ତ ଏବଂ ଜଣେ କରୋନା ରୋଗୀ ମୃତ୍ୟୁ ବରଣ କରିଥିବା ନେଇ ସୂଚନା ପ୍ରଦାନ କରିଛନ୍ତି।
ଏହି ନୂଆ ଆକ୍ରାନ୍ତ ବ୍ୟକ୍ତିଙ୍କୁ ମିଶାଇ ଏଠାରେ ମୋଟ୍ ସଂଖ୍ୟା ୩୦ରେ ପହଞ୍ଚିଛି।
ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି କଟକ ମହାନଗର ନିଗମ।
#COVID19 update in Cuttack city (CMC area)
Out of the three new COVID-19 positive and deceased cases reported today in #Cuttack district, one positive case, and one deceased case each belongs to Cuttack city (CMC area).
Please refer to the image for details. pic.twitter.com/fvMUjUeTGh
— CMC,Cuttack (@CMCCuttack) June 23, 2020
Comments are closed.